Advertisment

ନିଜକୁ ଗୁଳି କରି ଦେଲେ ବ୍ୟବସାୟୀ

ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି କରିଥିଲେ ଏହି ବ୍ୟବସାୟୀ।

ଅଦ୍ୟତନ ହୋଇଛି
Police

Police

Advertisment

ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି ଢେଙ୍କାନାଳ ସହରର ବିଶିଷ୍ଟ ବ୍ୟବସାୟୀ ବଳରାମ ସାହୁ। ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କାଲଟାକ୍ସ ସ୍ଥିତ ନିଜ ଘରେ ସେ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

Advertisment

ବଳରାମ ସାହୁଙ୍କର କ୍ରସର, ଇଟା ଫ୍ୟାକ୍ଟ୍ରି ଓ ସ’ ମିଲ୍‌ ଥିଲା। ଆତ୍ମହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ତେବେ ଋଣରେ ବୁଡ଼ି ରହିଥିବାରୁ ମାନସିକ ଭାରସାମ୍ୟ ହରାଇ ସେ ଏଭଳି ଏକ ପଦକ୍ଷେପ ନେଇଥିବା କୁହାଯାଉଛି।  ସେ ତାଙ୍କ ମୁଣ୍ଡରେ ଗୁଳି ଫୁଟାଇଥିବା ଜଣାପଡ଼ିଛି। 

ଖବର ପାଇ ଘଟଣାସ୍ଥଳରେ ଟାଉନ ଥାନା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe