Advertisment

ଗ୍ରହଦୋଷ କାଟିବାକୁ କରିଥିଲେ ଶନିପୂଜା

ଶନି ମନ୍ଦିରରେ ଶୋରିଷ ତେଲ ରଖିବା ପାଇଁ ଏହି କଳସ ଦାନ କରି ଓଡିଶାବାସୀଙ୍କ ଖୁସି ବିଶେଷ କରି ଝାରସୁଗୁଡ଼ାବାସୀଙ୍କ ଖୁସି ପାଇଁ ପ୍ରାର୍ଥନା କରିଥିବା ନବ ତାଙ୍କ ପ୍ରତିକ୍ରିୟାରେ କହିଥିଲେ। କିନ୍ତୁ ଶନିଦେବଙ୍କୁ ବୋଧେ ନିଜ ପୂଜାରେ ସନ୍ତୁଷ୍ଟ କରିପାରିନଥିଲେ ମନ୍ତ୍ରୀ ନବ ଦାସ। ସୁନା ଦାନ ପରେ ବି ନବଙ୍କ ରିଷ୍ଟ ଖଣ୍ଡନ ହୋଇପାରିଲାଣି ବୋଲି ଏବେ ସାଧାରଣରେ ଚର୍ଚ୍ଚା ହେଉଛି।

Naba Das , Naveen Patnaik Shani
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe