ସ୍କୁଲ ବସ୍‌କୁ ୧.୨୨ ଲକ୍ଷ ଟଙ୍କା ଫାଇନ୍‌

ସୁନ୍ଦରଗଡ଼ ସହରରେ ଏକ ଯାତ୍ରୀବାହୀ ବସ ବେଆଇନ ଭାବେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବେଳେ ପରିବହନ ବିଭାଗର ଅଧିକାରୀମାନଙ୍କ ହାତରେ ଧରାପଡ଼ିଥିଲା।

BUS PhotoOR

ସ୍କୁଲ ବସ୍‌

Biswajit Samal
  • Published: Tuesday, 30 July 2024
  • Updated: 30 July 2024, 06:37 PM IST

Sports

Latest News

ଚାଲିଛି ପରିବହନ ବିଭାଗର ସ୍ପେଶାଲ ଡ୍ରାଇଭ। ଗାଡିର ପରମିଟ, ଇନସୁରାନ୍ସ, ଟ୍ୟାକ୍ସ, ଲାଇସେନ୍ସର କରାଯାଉଛି ଯାଞ୍ଚ। ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଗାଡି ଗୁଡ଼ିକୁ ପରିବହନ ବିଭାଗର ଅଧିକାରୀ ମାନେ ଯାଞ୍ଚ କରୁଛନ୍ତି। ଏହି ସମୟରେ ସୁନ୍ଦରଗଡ଼ ସହରରେ ଏକ ଯାତ୍ରୀବାହୀ ବସ ବେଆଇନ ଭାବେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବେଳେ ପରିବହନ ବିଭାଗର ଅଧିକାରୀ ହାତରେ ଧରାପଡ଼ିଛି। ଯାଞ୍ଚ ସମୟରେ ବସର ପରମିଟ, ଟ୍ୟାକ୍ସ, ଇନ୍ସୁରେନ୍ସ, ଫିଟନେସ ନଥିବାରୁ ୧ଲକ୍ଷ ୨୨ହଜାର ୪୮୮ ଟଙ୍କାର ଚାଲାଣ କାଟିଛି ସୁନ୍ଦରଗଡ଼ ପରିବହନ ବିଭାଗ।

ସୁନ୍ଦରଗଡ଼ ଭବାନୀପୁରରେ ଥିବା କ୍ରୀଡ଼ା ଛାତ୍ରାବାସରେ ରହି ସ୍ଥାନୀୟ ଟାଉନ ହାଇସ୍କୁଲରେ ପାଠ ପଢୁଥିବା ଛାତ୍ରମାନଙ୍କୁ ନେବା ଆଣିବା କରିବା ପାଇଁ ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ଦୁଇ ବର୍ଷିଆ ଲିଜ ସୁତ୍ରରେ ଚାଲିଥିଲା। ଏଥିପାଇଁ ମାସିକ ୭୯ ହଜାର ୭୯୯ ଟଙ୍କା ଗାଡି ମାଲିକଙ୍କୁ ପ୍ରଦାନ କରାଯାଉଛି।

Also Read

ବସ ଡ୍ରାଇଭରର ଲାଇସେନ୍ସ ନଥିବାରୁ ୫ ହଜାର, ବିନା ରେଜିଷ୍ଟ୍ରେସନ ପାଇଁ ୫ ହଜାର, ପରମିଟ ନଥିବାରୁ ୧୦ ହଜାର, ଇନ୍ସୁରେନ୍ସ ପାଇଁ ୨ ହଜାର, ଗତ ମାର୍ଚ୍ଚ ମାସରୁ ଟ୍ୟାକ୍ସ ପଇଠ ହୋଇନଥିବାରୁ ସେଥିପାଇଁ ୯୪ ହଜାର ୯୮୮ ଟଙ୍କା ଏହିଭଳି ମୋଟ ୧ ଲକ୍ଷ ୨୨ ହଜାର ୪୮୮ ଟଙ୍କା ଚାଲାଣ କଟାଯାଇଛି। ବସର କୌଣସି କାଗଜ ପତ୍ର ଠିକ ନଥିବା ବେଳେ କ୍ରୀଡ଼ା ଛାତ୍ରାବାସ କର୍ତ୍ତୃପକ୍ଷ କିଭଳି ଭାବରେ ଜାଣିପାରିଲେ ନାହିଁ, ତାକୁ ନେଇ ପ୍ରଶ୍ନ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story