ଅଦ୍ୟତନ ହୋଇଛି
ବଲାଙ୍ଗୀର ପୋଲିସର ମିଶନ କଫ ସିରଫ | Odisha Reporter
Advertisment
ବିପୁଳ ପରିମାଣର କଫ୍ ସିରପ୍ ଜବତ। ବଲାଙ୍ଗିର ପୁଲିସର ମିଶନ କ୍ଲିନ୍ କଫ୍ ସିରପ୍। ଜବତ କଫ୍ ସିରପ୍ର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ହେବ। ମହିଳାଙ୍କ ସମେତ ୩୩ ଗିରଫ ଏବଂ ଗୋଟିଏ ଏସ୍ୟୁଭି, ୨ଟି ପିକଅପ୍, ଗୋଟିଏ ଭ୍ୟାନ୍, ୨ ବାଇକ୍ ଜବତ କରିଛି ବଲାଙ୍ଗିର ପୁଲିସ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us