ନକଲି ଚାବି ତିଆରି କରି ମା’ କାଳୀଙ୍କ ମନ୍ଦିରରୁ ଲୁଟିନେଲେ ସୁନାଅଳଙ୍କାର ଓ ଟଙ୍କା ପଇସା

ନକଲି ଚାବି ମାଧ୍ୟମରେ ଚୋର ମାନେ ଏପରି କାଣ୍ଡ ଭିଆଇଥିବା ମନ୍ଦିରର ପୂଜକ ଅଭିଯୋଗ କରିଛନ୍ତି।

Loot PhotoOR

ମା’ଙ୍କ ମନ୍ଦିରରୁ ଲୁଟିନେଲେ

Tapaswini Nayak
  • Published: Monday, 21 August 2023
  • Updated: 21 August 2023, 10:30 AM IST

Sports

Latest News

ନକଲି ଚାବି ତିଆରି କରି ମା’ କାଳୀଙ୍କ ମନ୍ଦିରରୁ କଳାକନା ବୁଲାଇ ଦେଲେ ଚୋର। ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ଭୁବନେଶ୍ୱରର ଏଜି ଛକ ପାଖରେ ଥିବା କାଳୀମନ୍ଦିରରେ ଚୋରମାନେ ପଶି ନକଲି ଚାବି ଦ୍ୱାରା ଆଲମାରି ଖୋଲି ମାଆଙ୍କ ଗହଣା ଓ ନଗଦ ୫ହଜାର ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ନକଲି ଚାବି ମାଧ୍ୟମରେ ଚୋର ମାନେ ଏପରି କାଣ୍ଡ ଭିଆଇଥିବା ମନ୍ଦିରର ପୂଜକ ଅଭିଯୋଗ କରିଛନ୍ତି।

ପୁଲିସ ପହଞ୍ଚି ତନାଘନା ଆରମ୍ଭ କରିଛି । ତେବେ ଥାନା ପାଖରୁ ମାତ୍ର ଶହେ ମିଟର ଦୂରରେ ମନ୍ଦିର ଥିବା ବେଳେ କିପରି ଚୋରି ହେଲା  ଓ ପୁଲିସ କିପରି ଜାଣିପାରିଲା ନାହିଁ  ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାସହ ପୁଲିସର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିଛି ।

Also Read

ପୂଜକ ଇନ୍ଦ୍ରମଣି ପଣ୍ଡା କହିଛନ୍ତି, ଆଜି ସକାଳେ ମନ୍ଦିରକୁ ଆସି ଦେଖିଲା ବେଳକୁ ମନ୍ଦିର ଗେଟର ତାଲା ଭଙ୍ଗା ହୋଇ ପଡ଼ିଥିଲା। ପରେ ଭିତରକୁ ଯାଇ ଦେଖିଲା ବେଳୁ ଆଲମାରି ଖୋଲାପଡ଼ିଥିଲା। ଚୋରମାନେ ଲକ୍‌ର ଭାଙ୍ଗି ମା’ଙ୍କ ସୁନା ହାର ଓ ମୁକଟ ନେଇ ଯାଇଛନ୍ତି। ଏହାସହ ଲକ୍‌ରରେ ଥିବା ୫୦୦୦ ଟଙ୍କା ମଧ୍ୟ ନେଇଯାଇଛନ୍ତି। ମୁଁ ଏନେଇ ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାର ଛାନଭିନ୍‌ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story