ଅଦ୍ୟତନ ହୋଇଛି
Arrow
Advertisment
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କମାରଗୁଡ଼ା ଗାଁରେ ଜମି ବିବାଦକୁ ନେଇ ଜଣେ ବ୍ୟକ୍ତି ତାଙ୍କ ଭାଇକୁ ଧନୁ ତୀରରେ ଆକ୍ରମଣ କରିଛନ୍ତି। ତାଙ୍କ ଭାଇଙ୍କ ଶରୀରରେ ମୋଟ ୪ଟି ତୀର ପଶିଛି। ହାତରେ ୩ଟି ତୀର ପଶିଥିବା ବେଳେ ଗୋଟିଏ ପିଠିରେ ପଶିଛି।
Advertisment
ଆହତ ବ୍ୟକ୍ତିଙ୍କ ନାଁ ବେଟି ବୋଜି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ମୋଟୁ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Arrow_1694688770.jpg)