Advertisment

ପୂଜା ଚାନ୍ଦା ଓ ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ

ପୂର୍ବ ଶତ୍ରୁତା ଓ ପୂଜା ଚାନ୍ଦାକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ଓ ସଂଘର୍ଷର ସୂତ୍ରପାତ ହୋଇଥିଲା ବୋଲି କହିଛନ୍ତି ବୁର୍ଲା ଥାନା ଅଧିକାରୀ।

author-image
Jitendra Garnayak
Dead Body

Dead Body

ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଆ. କଟାପାଲି ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣକର ମୃତ୍ୟୁ ଘଟିଛି। ତାଙ୍କ ନାମ କ୍ଷୀରୋଦ ତାଣ୍ଡି। ତାଙ୍କ ଘର ବୈଜାମୁଣ୍ଡାରେ। ଏହି ଘଟଣାରେ ଆଉ ୨ ଜଣ ଆହତ ହୋଇଛନ୍ତି।

Advertisment

ପୂର୍ବ ଶତ୍ରୁତା ଓ ପୂଜା ଚାନ୍ଦାକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ଓ ସଂଘର୍ଷର ସୂତ୍ରପାତ ହୋଇଥିଲା ବୋଲି କହିଛନ୍ତି ବୁର୍ଲା ଥାନା ଅଧିକାରୀ। ଘଟଣା ସ୍ଥଳରେ ପୁଲିସ ମୁତୟନ କରାଯାଇଛି।

Murder Police