ଭାଉଜକୁ ପ୍ରେମ କରୁଥିଲା, ପଚାରିବାରୁ ଭାଇକୁ ହାଣି ଦେଲା ! | Odisha Reporter
ଭାଉଜଙ୍କୁ ଏକ ତରଫା ପ୍ରେମ। ନିଜ ସ୍ତ୍ରୀ ନିକଟକୁ ଆସୁଥିବା ଅଶ୍ଳୀଳ ମେସେଜକୁ ବିରୋଧ କରିବାରୁ ହେଲା କଥା କଟାକଟି। ଆଉ ତା’ ପରେ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ନିର୍ମମ ଭାବେ ଭାଇର ଜୀବନ ନେଲା ଭାଇ। ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ମଝିହରା ମହଲା ସାହିରେ ଘଟିଛି ଏଭଳି ଏକ ହତ୍ୟାକାଣ୍ଡ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
