ମାତିଛନ୍ତି ବାଘ ଛାଲ ସ୍ମଗଲର୍। ଡିଲ୍ ବେଳେ ମାଡ଼ି ବସିଲା ଏସଟିଏଫ୍। କନ୍ଧମାଳ ଦାରିଙ୍ଗବାଡ଼ିରୁ ଧରା ପଡ଼ିଛି ଜଣେ ଅଭିଯୁକ୍ତ। ଗିରଫ ଅଭିଯୁକ୍ତ ହେଉଛନ୍ତି ଦାରିଙ୍ଗବାଡ଼ିର ଘନେଶ୍ୱର ପ୍ରଧାନ (୩୫)।
Also Read
ଘନେଶ୍ୱର ପ୍ରଧାନ କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଯୋଜନା କରୁଥିଲେ। କୌଣସି ସୁତ୍ରରୁ ଖବର ପାଇ ଏସଟିଏଫ୍ ଟିମ୍ ଗ୍ରାହକ ବେଶରେ ତାଙ୍କ ପାଖରେ ପହଞ୍ଚି ଥିଲା। ଡିଲ୍ ପୂର୍ବରୁ ଅଭିଯୁକ୍ତ ଘନେଶ୍ୱରକୁ ମାଡ଼ି ବସିଥିଲା ଏସଟିଏଫ୍। ଏହା ଛଡ଼ା ତାହା ପାଖରୁ ବାଘ ଛାଲ ଜବତ କରିଥିଲା। ତେବେ ସେ ବାଘ ଛାଲ କେଉଁଠୁ ଆଣିଥିଲା, ତାହା ଜଣାପଡ଼ି ନାହିଁ। ଏସଟିଏଫ୍ ତାହା ଉପରେ ତଦନ୍ତ ଜଳାଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜନ୍ମଦିନରେ ମୋବାଇଲ ଗିଫ୍ଟ ଦେବାକୁ ମନା କଲେ ମାଆ; ଜୀବନ ହାରିଲେ ନାବାଳକ
ଆର୍ଥିକ ଅସୁବିଧା କାରଣରୁ ପୁଅକୁ ମୋବାଇଲ କିଣିଦେବାକୁ ମନା କରିଥିଲେ ମାଆ।
Crime
ଅଭିନେତ୍ରୀଙ୍କୁ ଠକେଇ ମାମଲାରେ ଯାତ୍ରା ପାର୍ଟି ମାଲିକ ଗିରଫ
ଯାତ୍ରା ପାର୍ଟି ମାଲିକ ଅମରେଶ ଯେ ତାଙ୍କୁ ଠକୁଛନ୍ତି ତାହା ବୁଝିଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା।
Crime
ଅଙ୍ଗାରଖ ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ୭ ଗିରଫ
ଗୋଟିଏ ଦେଶୀ ବନ୍ଧୁକ ଓ ନଗଦ ୪୬ ହଜାର ଟଙ୍କା ସହିତ ସେମାନଙ୍କଠାରୁ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।
Crime
ମାରାଥନ୍ କାର୍ଯ୍ୟକ୍ରମ ବେଳେ ଫୁଟିଲା ଗୁଳି; ଯୁବକ ଗୁରୁତର
ତେବେ କିଏ ଓ କାହିଁକି ଯୁବକଙ୍କୁ ଗୁଳିମାଡ଼ କଲା ତାର କାରଣ ଅସ୍ପଷ୍ଟ ରହିଛି।