Advertisment

ଛୁ ମାରୁଥିଲା ଚୋର, ବାଟରେ ସରିଲା ତେଲ!

ଗାଡ଼ିରେ ଆସିଲେ ଲୋକଙ୍କ ବେକରୁ ଚେନ ଝାମ୍ପି ଛୁ ମାରୁଥିଲେ ଲୁଟେରା। ବାଇକରେ ବସି ଫେରାର ହେବାକୁ ଉଦ୍ୟମ କରୁଥିଲେ। ହେଲେ କୁହନ୍ତି ନା ଜୀବନରେ ସବୁବେଳେ ନଥାଏ ଚାନ୍ଦିନୀ ରାତି। ଠିକ ସେମିତି ହୋଇଯାଇଛି ଏମାନଙ୍କ ଭାଗ୍ୟ। ବାଟରେ ତେଲ ସରିଗଲା। ମାଡ଼ି ବସିଲେ ଲୋକେ।

Fuel Chain Snatcher Gold Thief Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe