ଯିଏ ଲାଞ୍ଚ ନେବ, ସିଏ ଯିବ । ବାହାରେ ଛକିଛି ଭିଜିଲାନ୍ସ। ଖଣ୍ଡଗିରିରୁ ଆରମ୍ଭ ହୋଇଛି ଅଭିଯାନ। ବାକି ସମସ୍ତେ ହୁଅନ୍ତୁ ସାବଧାନ। ଢୋଲ ଭିତରେ ମୂଷା ଭଳି ରହିଥିବା ନିଜ ବିଭାଗୀୟ ବାବୁମାନଙ୍କ ପାଇଁ ଏଭଳି କଡ଼ା ଚେତାବନୀ ଶୁଣାଇ ଏବେ ଆକ୍ସନ ମୁଡରେ ରାଜସ୍ୱ ମନ୍ତ୍ରୀ। ଆଉ ତାର ତାଜା ଉଦାହରଣ, ଖଣ୍ଡଗିରି ସବରେଜିଷ୍ଟ୍ରାର୍ ଅଫିସର କନିଷ୍ଠ କିରାଣି ଦେବଯାନୀ କର ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଦୁଇ ମାସ ହେଲା ଓଡ଼ିଶାରେ ସ୍ୱାମୀଙ୍କୁ ଖୋଜୁଛନ୍ତି ଗୁଜରାଟୀ ମହିଳା
ଅହମ୍ମଦାବାଦ ସ୍ଥିତ ନିଉ ରୁମିପର ହୀରାଲବେନ ହସମୁଖଲାଲ ମୋଦି ଏକ କମ୍ପାନୀରେ କାମ କରୁଥିଲେ। ସେହି କମ୍ପାନୀରେ କାମ କରୁଥିଲେ ବନ୍ତ ଥାନା ମୋହଲା ନରସିଂହପୁର ଗାଁର ମନୋଜ ନାୟକ। ପ୍ରଥମ ଦେଖାରେ ଉଭୟ ପରସ୍ପର ପ୍ରେମରେ ପଡ଼ିଥିଲେ।
Crime
ପ୍ରେମିକାଙ୍କ ସହ ରାସଲୀଳା କରୁଥିଲେ ପୁଲିସ୍ ବାବୁ; ଦେଖିନେଲେ ପତ୍ନୀ!
କୋଟଗଡ଼ ଥାନା ସୁବର୍ଣ୍ଣଗିରି ଫାଣ୍ଡି ଅଧିକାରୀ ହେଉଛନ୍ତି କୁବେର ଦିଗାଳ। ସେ ବିବାହିତ। ତାଙ୍କର ପତ୍ନୀ ଓ ପିଲାପିଲି ରହିଛନ୍ତି। ପୂରା ପରିବାର ଗାଁରେ ରହୁଥିବା ବେଳେ ଥାନାବାବୁ କୋଟଗଡ଼ ଥାନା ବାରାକର ଉପର ମହଲାରେ ରହୁଥିଲେ।
Crime
ମାରନି ବୋଲି ରଡି କରୁଥିଲା ପୁଅ; ବାପାକୁ ପଥରରେ ଛେଚି ଦେଲେ ଦୁର୍ବୃତ୍ତ
ତୋଫାନ ବିଲ୍ଡର ସଂସ୍ଥାରେ ଠିକା ଶ୍ରମିକ ଭାବେ କାମ କରୁଥିଲେ। ପୁଅ ସହ ବାରଙ୍ଗ ଅଞ୍ଚଳରେ ରହୁଥିଲେ।
Crime
ନକ୍ସଲଙ୍କ ବର୍ବରକାଣ୍ଡ; ବିଜେପି କର୍ମୀଙ୍କୁ ହତ୍ୟା
ଗତକାଲି ରାତିରେ କିଛି ସଶସ୍ତ୍ର ନକ୍ସଲ ବିଜେପି କର୍ମୀଙ୍କୁ ଘରୁ ଡାକି ନେଇଥିଲେ।
Crime
ଗୁରୁଗ୍ରାମରେ ନାଇଟ୍ କ୍ଲବ୍ ଉପରକୁ ବୋମା ମାଡ଼, ଅଭିଯୁକ୍ତ ଗିରଫ
ହରିୟାଣା ଗୁରୁଗ୍ରାମ ସହରରେ ଥିବା ହ୍ୟୁମାନ୍ ନାଇଟ୍ କ୍ଲବ ଉପରକୁ ବୋମା ମାଡ଼। ଦୁଇ ଅଭିଯୁକ୍ତ ଗିରଫ।