Advertisment

ଖଣ୍ଡଗିରିରୁ ଆରମ୍ଭ ହୋଇଛି ଅଭିଯାନ

ଢୋଲ ଭିତରେ ମୂଷା ଭଳି ରହିଥିବା ନିଜ ବିଭାଗୀୟ ବାବୁମାନଙ୍କ ପାଇଁ କଡ଼ା ଚେତାବନୀ ଶୁଣାଇ ଏବେ ଆକ୍ସନ ମୁଡରେ ରାଜସ୍ୱ ମନ୍ତ୍ରୀ।

Advertisment

ଯିଏ ଲାଞ୍ଚ ନେବ, ସିଏ  ଯିବ । ବାହାରେ ଛକିଛି ଭିଜିଲାନ୍ସ। ଖଣ୍ଡଗିରିରୁ ଆରମ୍ଭ ହୋଇଛି ଅଭିଯାନ। ବାକି ସମସ୍ତେ ହୁଅନ୍ତୁ ସାବଧାନ। ଢୋଲ ଭିତରେ ମୂଷା ଭଳି ରହିଥିବା ନିଜ ବିଭାଗୀୟ ବାବୁମାନଙ୍କ ପାଇଁ  ଏଭଳି କଡ଼ା ଚେତାବନୀ ଶୁଣାଇ ଏବେ ଆକ୍ସନ ମୁଡରେ ରାଜସ୍ୱ ମନ୍ତ୍ରୀ। ଆଉ ତାର ତାଜା ଉଦାହରଣ, ଖଣ୍ଡଗିରି ସବରେଜିଷ୍ଟ୍ରାର୍ ଅଫିସର କନିଷ୍ଠ କିରାଣି ଦେବଯାନୀ କର । 

Advertisment
Bribe Suresh Pujari Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe