Advertisment

ଅର୍ଚ୍ଚନା ପରେ ଏବେ ମାର୍କେଟରେ ମୁସ୍କାନ !

ଅର୍ଚ୍ଚନା ପରେ ମୁସ୍କାନ । ସୁନ୍ଦର ରୂପକୁ ଦେଖାଇ ଲୁଟପାଟ୍ କରୁଥିଲା ନାଇଟ୍ କୁଇନ୍ ମୁସ୍କାନ ।

author-image
Manoj Swain

ଅର୍ଚ୍ଚନା ପରେ ମୁସ୍କାନ । ସୁନ୍ଦର ରୂପକୁ ଦେଖାଇ ଲୁଟପାଟ୍ କରୁଥିଲା ନାଇଟ୍ କୁଇନ୍ ମୁସ୍କାନ । ଖୋଲୁଛି ନାଇଟ୍ କୁଇନ ମୁସ୍କାନର କଳା ଗୁମର । ଟ୍ରେନରେ ଯାତ୍ରୀଙ୍କୁ ନିଶା ଦେଇ ଲୁଟି ନେଉଥିଲା ସରିଫା ଖାତୁନ ଓରଫ ମୁସ୍କାନ । ରାତିର ଘନ ଅନ୍ଧାରରେ ଲୁଟ୍ କୁ ରୂପ ଦେଉଥିଲେ ମୁସ୍କାନ ଓ ତାର ସହଯୋଗୀ ।

Advertisment
Odisha Bhubaneswar Loot