ଅର୍ଚ୍ଚନା ପରେ ଏବେ ମାର୍କେଟରେ ମୁସ୍କାନ ! | Odisha Reporter
Advertisment
ଅର୍ଚ୍ଚନା ପରେ ମୁସ୍କାନ । ସୁନ୍ଦର ରୂପକୁ ଦେଖାଇ ଲୁଟପାଟ୍ କରୁଥିଲା ନାଇଟ୍ କୁଇନ୍ ମୁସ୍କାନ । ଖୋଲୁଛି ନାଇଟ୍ କୁଇନ ମୁସ୍କାନର କଳା ଗୁମର । ଟ୍ରେନରେ ଯାତ୍ରୀଙ୍କୁ ନିଶା ଦେଇ ଲୁଟି ନେଉଥିଲା ସରିଫା ଖାତୁନ ଓରଫ ମୁସ୍କାନ । ରାତିର ଘନ ଅନ୍ଧାରରେ ଲୁଟ୍ କୁ ରୂପ ଦେଉଥିଲେ ମୁସ୍କାନ ଓ ତାର ସହଯୋଗୀ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us