Advertisment

ଖୋଲୁଛି ସିମବକ୍ସ ଗ୍ୟାଙ୍ଗର ଗୁମର

ଭୁବନେଶ୍ୱର ପରେ କଟକ, କେତେ ବାଟ ଲମ୍ବିଛି ସିମ୍ ବକ୍ସ ସାମ୍ରାଜ୍ୟ ?

author-image
Manoj Swain

ସିମବକ୍ସ ଗ୍ୟାଙ୍ଗ ଉପରୁ ହଟୁଛି ପରଦା । ପଦାକୁ ଆସୁଛି ରହସ୍ୟମୟ ଟେଲିଫୋନିକ୍ ନେଟୱର୍କ ଡିଭାଇସ୍ ବ୍ୟବହାରକାରୀଙ୍କ ଅସଲ ଚେହେରା । ଗୋଟିଏ ପରେ ଗୋଟିଏ ଜାଗାକୁ ଯାଇ ଖୁଲାସା କରୁଛି କମିଶନରେଟ୍ ପୁଲିସ। ଗତ ଦୁଇ ଦିନ ଧରି ଆପଣ ଦେଖୁଥିଲେ ଭୁବନେଶ୍ବର କେଶୁରାର କାହାଣୀ। ହେଲେ ଚେର କିନ୍ତୁ ଲମ୍ବିଛି କଟକ ଯାଏଁ।

Advertisment
Odisha Bhubaneswar