ଭୁବନେଶ୍ୱର ପରେ କଟକ...କେତେ ବାଟ ଲମ୍ବିଛି ସିମ୍ ବକ୍ସ ସାମ୍ରାଜ୍ୟ || Cuttack SIM box case || Odisha Reporter
Advertisment
ସିମବକ୍ସ ଗ୍ୟାଙ୍ଗ ଉପରୁ ହଟୁଛି ପରଦା । ପଦାକୁ ଆସୁଛି ରହସ୍ୟମୟ ଟେଲିଫୋନିକ୍ ନେଟୱର୍କ ଡିଭାଇସ୍ ବ୍ୟବହାରକାରୀଙ୍କ ଅସଲ ଚେହେରା । ଗୋଟିଏ ପରେ ଗୋଟିଏ ଜାଗାକୁ ଯାଇ ଖୁଲାସା କରୁଛି କମିଶନରେଟ୍ ପୁଲିସ। ଗତ ଦୁଇ ଦିନ ଧରି ଆପଣ ଦେଖୁଥିଲେ ଭୁବନେଶ୍ବର କେଶୁରାର କାହାଣୀ। ହେଲେ ଚେର କିନ୍ତୁ ଲମ୍ବିଛି କଟକ ଯାଏଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us