ପୁଣି ନକଲି ସାର୍ଟିଫିକେଟ ଦଲାଲ ସକ୍ରିୟ

ନକଲି ସାର୍ଟିଫିକେଟ୍ ତଦନ୍ତ କଥା କହି କୁଆଡ଼େ ଗଲା କ୍ରାଇମବ୍ରାଞ୍ଚ ? ଘଟଣାକୁ କ୍ରାଇମବ୍ରାଞ୍ଚ ଚାପି ଦେଇଥିବା ବୁଦ୍ଧିଜୀବୀଙ୍କ ଆଶଙ୍କା, ପୁଣି ସକ୍ରିୟ ଦଲାଲ, ପୁଣି ଚାଲିଲାଣି ନକଲି ସାର୍ଟିଫିକେଟ କାରବାର !

Manoj Swain
  • Published: Tuesday, 11 July 2023
  • Updated: 11 July 2023, 01:10 PM IST

Sports

Latest News

ନକଲି ସାର୍ଟିଫିକେଟ୍ ତଦନ୍ତ କଥା କହି କୁଆଡ଼େ ଗଲା କ୍ରାଇମବ୍ରାଞ୍ଚ ? ଘଟଣାକୁ କ୍ରାଇମବ୍ରାଞ୍ଚ ଚାପି ଦେଇଥିବା ବୁଦ୍ଧିଜୀବୀଙ୍କ ଆଶଙ୍କା, ପୁଣି ସକ୍ରିୟ ଦଲାଲ, ପୁଣି ଚାଲିଲାଣି ନକଲି ସାର୍ଟିଫିକେଟ କାରବାର ! କ୍ରାଇମବ୍ରାଞ୍ଚର ନିଷ୍କ୍ରିୟତା ପାଇଁ ପୁଣିଥରେ ବଳି ପଡ଼ିପାରନ୍ତି ଯୋଗ୍ୟ ପ୍ରାର୍ଥୀ, ଫିଲ୍ମ ଡାଏଲଗ ମାରୁଥିଲେ କ୍ରାଇମବ୍ରାଞ୍ଚ ଟିମର ମୁଖିଆ, ଏବେ କାହିଁକି, କଣପାଇଁ, କାହା ଚାପରେ ଚେପା ଡିଏସପି ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos