ପୁଣି ନକଲି ସାର୍ଟିଫିକେଟ ଦଲାଲ ସକ୍ରିୟ | Odisha Reporter
Advertisment
ନକଲି ସାର୍ଟିଫିକେଟ୍ ତଦନ୍ତ କଥା କହି କୁଆଡ଼େ ଗଲା କ୍ରାଇମବ୍ରାଞ୍ଚ ? ଘଟଣାକୁ କ୍ରାଇମବ୍ରାଞ୍ଚ ଚାପି ଦେଇଥିବା ବୁଦ୍ଧିଜୀବୀଙ୍କ ଆଶଙ୍କା, ପୁଣି ସକ୍ରିୟ ଦଲାଲ, ପୁଣି ଚାଲିଲାଣି ନକଲି ସାର୍ଟିଫିକେଟ କାରବାର ! କ୍ରାଇମବ୍ରାଞ୍ଚର ନିଷ୍କ୍ରିୟତା ପାଇଁ ପୁଣିଥରେ ବଳି ପଡ଼ିପାରନ୍ତି ଯୋଗ୍ୟ ପ୍ରାର୍ଥୀ, ଫିଲ୍ମ ଡାଏଲଗ ମାରୁଥିଲେ କ୍ରାଇମବ୍ରାଞ୍ଚ ଟିମର ମୁଖିଆ, ଏବେ କାହିଁକି, କଣପାଇଁ, କାହା ଚାପରେ ଚେପା ଡିଏସପି ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us