ପାଓ୍ୱାର ଗଲା, ବିଜେଡି ନେତ୍ରୀଙ୍କ ପୋଲ ଖୋଲିଲା !

କଟକ ନଗର ବିଜେଡି ମହିଳା ସଭାନେତ୍ରୀ ତଥା ସ୍ୱୟଂଶ୍ରୀ ମହିଳା ସମବାୟ ସମିତିର ସଭାପତି ପୂର୍ଣ୍ଣିମା ସିଂଙ୍କ ବିରୋଧରେ ଠକେଇ ଅଭିଯୋଗ।

Manoj Swain
  • Published: Wednesday, 19 June 2024
  • Updated: 19 June 2024, 05:30 PM IST

Sports

Latest News

ଠକେଇକୁ ନେଇ ସାମନାକୁ ଆସିଲେ ବିଜେଡି ମହିଳା । ଗରିବ ମା’ଙ୍କ ଟଙ୍କାକୁ ନେଇ ଆସିଲା ଠକେଇ ଅଭିଯୋଗ। ଥାନାରେ ହେଲା ମାମଲା, ଦୁଇ ବିଜେଡି ନେତ୍ରୀ ମୁହାଁମୁହିଁ । ଟଙ୍କାକୁ ନେଇ ବିଜେଡି ନେତ୍ରୀଙ୍କ ମଧ୍ୟରେ ଧରାମରା । କଟକ ନଗର ବିଜେଡି ମହିଳା ସଭାନେତ୍ରୀ ତଥା ସ୍ୱୟଂଶ୍ରୀ ମହିଳା ସମବାୟ ସମିତିର ସଭାପତି ପୂର୍ଣ୍ଣିମା ସିଂଙ୍କ ବିରୋଧରେ ଠକେଇ ଅଭିଯୋଗ। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos