ପାଓ୍ୱାର ଗଲା, ବିଜେଡି ନେତ୍ରୀଙ୍କ ପୋଲ ଖୋଲିଲା !

  • Published: Wednesday, 19 June 2024
  • , Updated: 19 June 2024, 05:30 PM IST

ଠକେଇକୁ ନେଇ ସାମନାକୁ ଆସିଲେ ବିଜେଡି ମହିଳା । ଗରିବ ମା’ଙ୍କ ଟଙ୍କାକୁ ନେଇ ଆସିଲା ଠକେଇ ଅଭିଯୋଗ। ଥାନାରେ ହେଲା ମାମଲା, ଦୁଇ ବିଜେଡି ନେତ୍ରୀ ମୁହାଁମୁହିଁ । ଟଙ୍କାକୁ ନେଇ ବିଜେଡି ନେତ୍ରୀଙ୍କ ମଧ୍ୟରେ ଧରାମରା । କଟକ ନଗର ବିଜେଡି ମହିଳା ସଭାନେତ୍ରୀ ତଥା ସ୍ୱୟଂଶ୍ରୀ ମହିଳା ସମବାୟ ସମିତିର ସଭାପତି ପୂର୍ଣ୍ଣିମା ସିଂଙ୍କ ବିରୋଧରେ ଠକେଇ ଅଭିଯୋଗ। ଦେଖନ୍ତୁ ପୂରା ରିପୋର୍ଟ। 

Related story