ପଇସା ପାଇଁ ଡହଳବିକଳ ଲାଞ୍ଚୁଆ ପୁଲିସ | Vigilance Nabs Two Police Officers In Balsore | Odisha Reporter
ବାଲେଶ୍ୱର ପୁଲିସ ବିରୋଧରେ ମାଳ ମାଳ ଅଭିଯୋଗ। ଭିଜିଲାନ୍ସ ପଞ୍ଝାରେ ଦୁଇଜଣ ପୁଲିସ ବାବୁ ପଡ଼ିବା ପରେ ବି ରହିଛନ୍ତି ଆଉ କିଛି ଲାଞ୍ଚୁଆ ଅଧିକାରୀ। କେଉଁ ଥାନା ଅଧିକାରୀଙ୍କଠୁ ଆରମ୍ଭ କରିବେ ଆଉ କେତେ ଥାନା ଅଧିକାରୀଙ୍କ ନିକଟରେ ଶେଷ କରିବେ, ତାହା କେବଳ ମଦ ବ୍ୟବସାୟୀ ଜଣଙ୍କ କହିପାରିବେ। ମାସିକ ବଟି ପାଇଁ ଝୁଣି ପକାଇଲେ ପୁଲିସ ବାବୁମାନେ। ଡ୍ରାଇଭରଙ୍କଠାରୁ ଆରମ୍ଭ କରି ଥାନା ଅଧିକାରୀ, ସମସ୍ତଙ୍କୁ ଦରକାର ମାସିକିଆ ବଟି। ପରିସ୍ଥିତି ଏମିତି ହେଲା ଯେ, ଶେଷରେ ସାମ୍ବାଦିକ ସମ୍ମିଳନୀ କରି ଲାଞ୍ଚୁଆ ପୁଲିସଙ୍କ କଳା ଚିଠା ଖୋଲିଦେଲେ ମଦ ବ୍ୟବସାୟୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
