ବାଲେଶ୍ୱର ପୁଲିସ ବିରୋଧରେ ମାଳ ମାଳ ଅଭିଯୋଗ। ଭିଜିଲାନ୍ସ ପଞ୍ଝାରେ ଦୁଇଜଣ ପୁଲିସ ବାବୁ ପଡ଼ିବା ପରେ ବି ରହିଛନ୍ତି ଆଉ କିଛି ଲାଞ୍ଚୁଆ ଅଧିକାରୀ। କେଉଁ ଥାନା ଅଧିକାରୀଙ୍କଠୁ ଆରମ୍ଭ କରିବେ ଆଉ କେତେ ଥାନା ଅଧିକାରୀଙ୍କ ନିକଟରେ ଶେଷ କରିବେ, ତାହା କେବଳ ମଦ ବ୍ୟବସାୟୀ ଜଣଙ୍କ କହିପାରିବେ। ମାସିକ ବଟି ପାଇଁ ଝୁଣି ପକାଇଲେ ପୁଲିସ ବାବୁମାନେ। ଡ୍ରାଇଭରଙ୍କଠାରୁ ଆରମ୍ଭ କରି ଥାନା ଅଧିକାରୀ, ସମସ୍ତଙ୍କୁ ଦରକାର ମାସିକିଆ ବଟି। ପରିସ୍ଥିତି ଏମିତି ହେଲା ଯେ, ଶେଷରେ ସାମ୍ବାଦିକ ସମ୍ମିଳନୀ କରି ଲାଞ୍ଚୁଆ ପୁଲିସଙ୍କ କଳା ଚିଠା ଖୋଲିଦେଲେ ମଦ ବ୍ୟବସାୟୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ମୁହଁ ଖୋଲିଲେ ଚର୍ଚ୍ଚିତ ବାବାଙ୍କ ବାପା: କହିଲେ- ମୋ ପୁଅ ଠାକୁର ନୁହେଁ
ଭିଡିଓ ବାର୍ତ୍ତା ଜାରି କରି ପଣ୍ଡିତ କାଶୀନାଥ ମିଶ୍ର କହିଛନ୍ତି, ୧୦ ବର୍ଷ ତଳେ ମୋ ପୁଅକୁ ୪ରୁ ୫ ବର୍ଷ ହୋଇଥିଲା। ସେତେବେ ଜଣେ ବନ୍ଧୁଙ୍କ ଘରେ ଜନ୍ମଦିନ ପାଳନ ହୋଇଥିଲା।
Crime
ରାଜଧାନୀରେ ପରିଚୟ ଖୋଜୁଛି ମୃତଦେହ
ଭୁବନେଶ୍ୱର ସତ୍ୟନଗର- ବାଣୀବିହାର ମଧ୍ୟରେ ରେଳ ଧାରଣା କଡ଼ରେ ଏକ ଖଣ୍ଡ ବିଖଣ୍ଡିତ ମୃତଦେହ ପଡ଼ିଥିଲା। ସ୍ଥାନୀୟ ଲୋକେ ମୃତଦେହ ଦେଖି ଜିଆର୍ପିକୁ ଖବର ଦେଇଥିଲେ।
Crime
ଜଳନ୍ତା କାରରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର
ଏକ ଦୁର୍ଗମ ଅଞ୍ଚଳରେ କାର୍ ଜଳୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ।
Crime
ମଦ ଦେବାକୁ ମନା କରିବାରୁ ମାଡ଼; ବାର୍ କର୍ମଚାରୀ ଗୁରୁତର
ବାର୍ ବନ୍ଦ ହେଉଥିବାରୁ ମଦ ଦେବାକୁ ମନା କଲେ କର୍ମଚାରୀ। ଏଥିରେ ଉତ୍ତ୍ୟକ୍ତ ହୋଇ ସଂଘବଦ୍ଧ ଭାବେ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ ୪ ଯୁବକ ।
Crime
ନାବାଳକଙ୍କ ପାଦ ତଳେ ତୁଳସୀ ଲାଗି ଘଟଣା; ମାମଲା ରୁଜୁ କଲା ଶିଶୁ ଆୟୋଗ
ପ୍ୟାଣ୍ଟସାର୍ଟ ପିନ୍ଧି ଚୌକିରେ ବସିଥିବା ଜଣେ ନାବାଳକଙ୍କୁ ଏପରି ପୂଜାର୍ଚ୍ଚନା କରାଯିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହି ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛି ଶିଶୁ ଆୟୋଗ।