Advertisment

ମନରେଗା ଯୋଜନାରେ ମହାଦୁର୍ନୀତି ଅଭିଯୋଗ

ମନରେଗା ପୋର୍ଟାଲ କହୁଛି, ୨୦୨୦ ମସିହାରୁ ୨୦୨୩ ମସିହା ପର୍ଯ୍ୟନ୍ତ ଗାଁରେ ହୋଇଥିବା ବିଭିନ୍ନ ମନରେଗା କାମରେ ହଳଧର ନିୟୋଜିତ ହୋଇଥିଲେ । ତାଙ୍କ ନାଁରେ ଉଠିଛି ହଜାର ହଜାର ଟଙ୍କା

Advertisment

ମନରେଗା ଯୋଜନାରେ ମହାଦୁର୍ନୀତି ଅଭିଯୋଗ । ଆଉ ଏହାର ପ୍ରମାଣ ହେଉଛି ଏହି ଡକ୍ୟୁମେଣ୍ଟ । ଆଇ.ଡି ଟି ହେଉଛି, ଖପ୍ରାଖୋଲ ବ୍ଳକ ଦମେଇପାଲି ଗ୍ରାମ ପଂଚାୟତ ଅର୍ନ୍ତଗତ କେଛୋବାହାଲ ଗାଁର ହଳଧର ଭୋଇଙ୍କର । ମନରେଗା ପୋର୍ଟାଲ କହୁଛି, ୨୦୨୦ ମସିହାରୁ ୨୦୨୩ ମସିହା ପର୍ଯ୍ୟନ୍ତ ଗାଁରେ ହୋଇଥିବା ବିଭିନ୍ନ ମନରେଗା କାମରେ ହଳଧର ନିୟୋଜିତ ହୋଇଥିଲେ । ତାଙ୍କ ନାଁରେ ଉଠିଛି ହଜାର ହଜାର ଟଙ୍କା । କିନ୍ତୁ ସତ୍ୟତା ହେଉଛି ହଳଧର କେବେ ମନରେଗାରେ କାମ କରିନାହାନ୍ତି ।

Advertisment
Odisha MGNREGA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe