Advertisment

ଭୁବନେଶ୍ୱର: ଆଳୁ ବ୍ୟବସାୟୀଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ

ଭୁବନେଶ୍ୱର: ସିଆରପିଏଫ୍ କ୍ୟାମ୍ପସ୍ ଗେଟ୍ ନିକଟରେ ଜଣେ ଆଳୁ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଛି। ତାଙ୍କ ନାଁ ତପନ କୁମାର ସାହୁ। ଘର ଜଟଣୀ ଥାନା ଅନ୍ତର୍ଗତ କାଇମାଟିଆରେ। ଆଇଗିଣିଆ କୁବେରପୁରୀରେ ତାଙ୍କର ଏକ ଆଳୁ ଗୋଦାମ ଅଛି। ଗତ ରାତିରେ ଗୋଦାମ୍ ବନ୍ଦ କରି ତପନ ଘରକୁ ଫେରୁଥିବାବେଳେ ତାଙ୍କୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ହତ୍ୟାର କାରଣ ସ୍ପଷ୍ଟ ହୋଇନଥିବାବେଳେ ପୋଲିସ ଏକ ମାମଲା ରୁଜୁ କରି […]

ଭୁବନେଶ୍ୱର: ଆଳୁ ବ୍ୟବସାୟୀଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ

murder

Advertisment

ଭୁବନେଶ୍ୱର: ସିଆରପିଏଫ୍ କ୍ୟାମ୍ପସ୍ ଗେଟ୍ ନିକଟରେ ଜଣେ ଆଳୁ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଛି। ତାଙ୍କ ନାଁ ତପନ କୁମାର ସାହୁ। ଘର ଜଟଣୀ ଥାନା ଅନ୍ତର୍ଗତ କାଇମାଟିଆରେ। ଆଇଗିଣିଆ କୁବେରପୁରୀରେ ତାଙ୍କର ଏକ ଆଳୁ ଗୋଦାମ ଅଛି। ଗତ ରାତିରେ ଗୋଦାମ୍ ବନ୍ଦ କରି ତପନ ଘରକୁ ଫେରୁଥିବାବେଳେ ତାଙ୍କୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ହତ୍ୟାର କାରଣ ସ୍ପଷ୍ଟ ହୋଇନଥିବାବେଳେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe