ବୋମା ଧମକ ମଧ୍ୟରେ ଏୟାର ଇଣ୍ଡିଆ ବିମାନରୁ ମିଳିଲା ଗୋଳାବାରୁଦ

ବାରମ୍ବାର ବିମାନଗୁଡ଼ିକୁ ମିଳୁଥିବା ବୋମା ଧମକ ମଧ୍ୟରେ ଏୟାର ଇଣ୍ଡିଆ ବିମାନରୁ ମିଳିଛି ଗୋଳାବାରୁଦ। ଦୁବାଇରୁ ଦିଲ୍ଲୀ ଆସୁଥିବା AI-916 ବିମାନର ଏକ ସିଟ୍ ପ୍ୟାକେଟରୁ ଗୋଳାବାରୁଦ କ୍ୟାର୍ଟ୍ରିଜ୍ ମିଳିଥିବା ସୂଚନା ଦେଇଛନ୍ତି ଏୟାର ଇଣ୍ଡିଆର ମୁଖପାତ୍ର।

Air India Flight

ଏୟାର ଇଣ୍ଡିଆ ବିମାନ

Debadatta Aryashrestha
  • Published: Saturday, 02 November 2024
  • Updated: 02 November 2024, 07:55 PM IST

Sports

Latest News

ଗତ କିଛିଦିନ ହେବ କୌଣସି ନା କୌଣସି ବିମାନରେ ବୋମା ଲଗାଯାଇଥିବା ନେଇ ଧମକ ମିଳୁଛି। ହେଲେ ବୋମା ସମ୍ବନ୍ଧୀୟ ଏହି ସମସ୍ତ ଧମକ ପରେ ନକଲି ବୋଲି ଜଣାପଡିଛି। ମିଥ୍ୟା ବୋମା ଧମକ ମାମଲାରେ ପୁଲିସ ମଧ୍ୟ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କଲାଣି। ହେଲେ ଏହାରି ଭିତରେ ଦୁବାଇରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରୁ ଏକ ବିସ୍ଫୋରକ କ୍ୟାର୍ଟ୍ରିଜ୍ ମିଳିଛି। ଯାହା ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି।

ସୂଚନା ଅନୁସାରେ, ଦୁବାଇରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର AI-916 ବିମାନର ଏକ ସିଟ୍ ପ୍ୟାକେଟରୁ ଗୋଳାବାରୁଦ କ୍ୟାର୍ଟ୍ରିଜ୍ ମିଳିଥିଲା। ଖବର ଜଣାପଡ଼ିବା ପରେ ବିମାନ କର୍ମଚାରୀମାନେ ତତ୍ପରତା ଦେଖାଇ ସମସ୍ତ ଯାତ୍ରୀଙ୍କୁ ନିରାପଦରେ ଅବତରଣ କରାଇଥିଲେ। ଏୟାର ଇଣ୍ଡିଆର ମୁଖପାତ୍ରଙ୍କ କହିବା ମୁତାବକ ଅକ୍ଟୋବର ୨୭ ତାରିଖରେ ଏଭଳି ଘଟଣା ଘଟିଥିଲା। ପରେ ଏ ସମ୍ପର୍କରେ ଏୟାରପୋର୍ଟ ପୁଲିସରେ ଅଭିଯୋଗ କରାଯାଇଥିବା ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ବରିଷ୍ଠ ଅଧିକାରୀମାନେ ଏହି ଘଟଣାର ତଦନ୍ତ କରୁଛନ୍ତି। ଏତେ ସୁରକ୍ଷା ବଳୟ ଭେଦ କରି ଏଭଳି ବିସ୍ଫୋରକ ସାମଗ୍ରୀ କିପରି ବିମାନରେ ପହଞ୍ଚିଲା ଏବଂ ଏହା ପଛରେ କିଏ ଅଛି, ତାହା ଶୀଘ୍ର ସ୍ପଷ୍ଟ ହୋଇଯିବ।

Also Read

ଦେଶର ଏୟାରଲାଇନ୍ସକୁ ବୋମାରେ ଉଡ଼ାଇ ଦେବାକୁ କ୍ରମାଗତ ଧମକ ମିଳୁଛି। ଉଲ୍ଲେଖ ଯୋଗ୍ୟ, ଗତ ୧୬ ଦିନ ମଧ୍ୟରେ ୫୧୦ରୁ ଅଧିକ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନକୁ ବୋମା ଧମକ ମିଳିଲାଣି। ହେଲେ ପରେ ଏ ସବୁ ମିଥ୍ୟା ଧମକ ବୋଲି ସ୍ପଷ୍ଟ ହୋଇଛି। ଏଭଳି ଧମକ ପ୍ରାୟତଃ ସୋଶାଲ ମିଡିଆ ମାଧ୍ୟମରେ ମିଳୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story