anadapur
Advertisment
ଆନନ୍ଦପୁର: ନନ୍ଦିପଦା ଥାନା ଛେନାପଦି ଛକଠାରେ ହାଟଡିହି ବ୍ଲକର ଉପାଧ୍ୟକ୍ଷ ପ୍ରଶାନ୍ତ ରାଉତ ଏବଂ ସାମ୍ୱାଦିକ ଅମୀୟ ବରାଳଙ୍କ ମଧ୍ୟରେ ଆଜି କୌଣସି କାରଣକୁ ନେଇ ସଂଘର୍ଷର ହୋଇଥିଲା। ସେହି ସଂଘର୍ଷରେ ଉଭୟ ଗୁରୁତର ଆହତ ହୋଇଛନ୍ତି। ଅମୀୟ ବରାଳଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବେଳେ ବ୍ଲକ୍ ଉପାଧ୍ୟକ୍ଷ ପ୍ରଶାନ୍ତ ରାଉତଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ଛେନାପଦି ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଆନନ୍ଦପୁର ଏସଡିପିଓ ସ୍ଥିତି ଉପରେ ନଜର ରଖିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/10/anadapur.jpg)