Advertisment

୬୦ ଟଙ୍କା ବିଲ ପାଇଁ ମାରିଦେଲା !

ବିଦ୍ୟୁତ ବିଲ୍ ଅଧିକ ଆସୁଥିବାରୁ ମିଟର ରିଡିଂ କରିବା ପାଇଁ ଆସିଥିବା ଏଜେଣ୍ଟଙ୍କୁ ହାଣି ହତ୍ୟା କଲେ ଉପଭୋକ୍ତା। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ କୁପାଟି ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ଗ୍ୟାଲେରୀ ଗ୍ରାମର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ।

author-image
Manoj Swain

କାନ୍ଦି ପକାଉଛନ୍ତି ସହକର୍ମୀ, ଏମିତି ଘଟଣା ଘଟିଛି ଯିଏ ଶୁଣୁଛି ସେ ମୁଣ୍ଡରେ ହାତ ଦେଉଛି, ଆପଣ ନିଜେ ଭାବନ୍ତୁ ଇଲେକ୍ଟ୍ରି ବିଲ କେତେ ଆସିବ ସେଥପାଇଁ କଣ ଦାୟୀ ମିଟର ରିଡିଂ ଏଜେଣ୍ଟ, କିନ୍ତୁ ବିଦ୍ୟୁତ ବିଲ୍ ଅଧିକ ଆସୁଥିବା କହି ମିଟର ରିଡିଂ କରିବା ପାଇଁ ଆସିଥିବା ଏଜେଣ୍ଟଙ୍କୁ ହାଣି ହତ୍ୟା କରିଛନ୍ତି ଜଣେ ଉପଭୋକ୍ତା। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ କୁପାଟି ଗାଁରେ

Advertisment
Odisha Ganjam