Advertisment

ଅନୁଗୋଳ: ଲାଞ୍ଚ ନେବା ବେଳେ ଭିଜଲାନ୍ସ ହାତରେ ଧରାପଡିଲେ କିଆକଟା ଆରଆଇ

ଅନୁଗୋଳ: ଅନୁଗୋଳ ଜିଲ୍ଲା କିଆକଟା ସର୍କଲର ଆରଆଇ ଶୁଭଶ୍ରୀ ପ୍ରିୟଦର୍ଶୀନି ୪୫୦୦ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜଲାନ୍ସ ଜାଲରେ ଧରାପଡିଛନ୍ତି। ରେଢାଖୋଲ ଥାନା ଅନ୍ତର୍ଗତ କଦଳୀଗଡ଼ ଗାଁର ପିଙ୍କୁ ରଞ୍ଜନ ବେହେରାଙ୍କ ଦୁଇଟି ମ୍ୟୁଟେସନ କେସର ଭେରିଫିକେସନ ରିପୋର୍ଟ ଦେବାପାଇଁ ଶୁଭଶ୍ରୀ ଏହି ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ପିଙ୍କୁରଞ୍ଜନ ଭିଜଲାନ୍ସ ବିଭାଗକୁ ଅବଗତ କରାଇବା ପରେ ଅନୁଗୋଳ ଭିଜଲାନ୍ସ ବିଭାଗ ଓ କଟକ ଡିଭିଜନର ଏକ ସ୍ୱତନ୍ତ୍ର ଟିମ ପହଞ୍ଚି ଲାଞ୍ଚ ନେଉଥିବା ବେଳେ ଶୁଭଶ୍ରୀକୁ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଅନୁଗୋଳ: ଲାଞ୍ଚ ନେବା ବେଳେ ଭିଜଲାନ୍ସ ହାତରେ ଧରାପଡିଲେ କିଆକଟା ଆରଆଇ

vlcsnap-2015-09-30-08h49m00s712

ଅନୁଗୋଳ: ଅନୁଗୋଳ ଜିଲ୍ଲା କିଆକଟା ସର୍କଲର ଆରଆଇ ଶୁଭଶ୍ରୀ ପ୍ରିୟଦର୍ଶୀନି ୪୫୦୦ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜଲାନ୍ସ ଜାଲରେ ଧରାପଡିଛନ୍ତି। ରେଢାଖୋଲ ଥାନା ଅନ୍ତର୍ଗତ କଦଳୀଗଡ଼ ଗାଁର ପିଙ୍କୁ ରଞ୍ଜନ ବେହେରାଙ୍କ ଦୁଇଟି ମ୍ୟୁଟେସନ କେସର ଭେରିଫିକେସନ ରିପୋର୍ଟ ଦେବାପାଇଁ ଶୁଭଶ୍ରୀ ଏହି ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ପିଙ୍କୁରଞ୍ଜନ ଭିଜଲାନ୍ସ ବିଭାଗକୁ ଅବଗତ କରାଇବା ପରେ ଅନୁଗୋଳ ଭିଜଲାନ୍ସ ବିଭାଗ ଓ କଟକ ଡିଭିଜନର ଏକ ସ୍ୱତନ୍ତ୍ର ଟିମ ପହଞ୍ଚି ଲାଞ୍ଚ ନେଉଥିବା ବେଳେ ଶୁଭଶ୍ରୀକୁ ଧରିଥିଲେ। ପରେ ଭିଜଲାନ୍ସ ବିଭାଗ ତରଫରୁ ତାଙ୍କ ସରକାରୀ କ୍ୱାର୍ଟରରେ ଚଢାଉ କରାଯାଇଥିଲା।

Advertisment