\'ସେ ପୋଲିସଙ୍କୁ ଜେଲ ଦଣ୍ଡ ଦିଆଯାଉ \'| Odisha Reporter
ଭରତପୁର ଥାନାରେ ମେଜର ଗୁରୁବଂଶ ସିଂ ଏବଂ ତାଙ୍କ ବାନ୍ଧବୀଙ୍କୁ ଦୁର୍ବବ୍ୟବହାର ଓ ମାଡ଼ ଘଟଣାକୁ ନେଇ ସାମ୍ନାକୁ ଆସିଲେ ଯୁବତୀଙ୍କ ବାପା। କହିଲେ, ଝିଅକୁ ନର୍ମମ ଭାବରେ ମାଡ଼ ମାରି ତାର ଦାନ୍ତ ଭାଙ୍ଗ ଦେଇଛନ୍ତି । ସେମାନଙ୍କୁ ଖାଲି ନିଲମ୍ବିତ ନୁହଁ ତାଙ୍କୁ ଜେଲ ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି ଅବସରପ୍ରାପ୍ତ ସେନା ଅଧିକାରୀ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
