Advertisment

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା; କାର୍ଯ୍ୟାନୁଷ୍ଠାନ ଦାବିରେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଆନ୍ଦୋଳନ

ଭୁବନେଶ୍ବର ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା ଘଟଣା । ପୁଲିସ ସେବା ଭବନ ନିକଟରେ ସେନାର ଅବସରପ୍ରାପ୍ତ କର୍ମଚାରୀଙ୍କ ପ୍ରତିବାଦ ।

Advertisment

ଭରତପୁର ଥାନାରେ ମେଜର ଗୁରୁବଂଶ ସିଂ ଏବଂ ତାଙ୍କ ବାନ୍ଧବୀଙ୍କୁ ଦୁର୍ବବ୍ୟବହାର ଓ ମାଡ଼ ଘଟଣାକୁ ନେଇ ସାମ୍ନାକୁ ଆସିଲେ ଯୁବତୀଙ୍କ ବାପା। କହିଲେ, ଝିଅକୁ ନର୍ମମ ଭାବରେ ମାଡ଼ ମାରି ତାର ଦାନ୍ତ ଭାଙ୍ଗ ଦେଇଛନ୍ତି । ସେମାନଙ୍କୁ ଖାଲି ନିଲମ୍ବିତ ନୁହଁ ତାଙ୍କୁ ଜେଲ ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି ଅବସରପ୍ରାପ୍ତ ସେନା ଅଧିକାରୀ । 

Advertisment
Odisha Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe