ସଉକ ମେଣ୍ଟାଇବା ଲାଗି ଚୋରି କରୁଥିଲେ ଦାମୀ ବାଇକ୍; ବନ୍ଧାହେଲେ ଇଞ୍ଜିନିୟରିଂ ଛାତ୍ର

ଗତ କିଛି ମାସ ହେଲା କେନ୍ଦୁଝର ଟାଉନ ଥାନା ଅଞ୍ଚଳରେ କ୍ରମାଗତ ମୋଟର ସାଇକଲ ଚୋରି ହେଉଥିଲା

Arrested

representation image

Tapaswini Nayak
  • Published: Wednesday, 03 April 2024
  • Updated: 03 April 2024, 11:14 AM IST

Sports

Latest News

ନିଜର ସଉକ ମେଣ୍ଟାଇବା ଲାଗି ଏବଂ ଷ୍ଟାଇଲ ମାରି ବୁଲିବା ଲାଗି ଚୋରି କରୁଥିଲେ ଦାମୀ ବାଇକ୍। ଧରାପଡ଼ିବନ୍ଧା ହେଲେ ୪ ଇଞ୍ଜିନିୟରିଂ ଛାତ୍ର ସହ ଜଣେ ଯୁବକ। କେନ୍ଦୁଝର ଟାଉନ ଥାନା ଅଞ୍ଚଳରେ ଏପରି ଘଟଣା ଘଟିଛି। ପୁଲିସ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।

ଗତ କିଛି ମାସ ହେଲା କେନ୍ଦୁଝର ଟାଉନ ଥାନା ଅଞ୍ଚଳରେ କ୍ରମାଗତ ମୋଟର ସାଇକଲ ଚୋରି ହେଉଥିଲା। ଯାହା ପୁଲିସର ମୁଣ୍ଡ ବିନ୍ଧାର କାରଣ ସାଝିଥିଲା। ଗତ ମାସ ୩୧ ତାରିଖରେ ତୁରୁମୁଙ୍ଗା ଡେଣୁଆଁ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଏକ ଦାମୀ ବାଇକ କେନ୍ଦୁଝର ମାଧପୁର ନିକଟରୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ପୁଲିସ ଘଟଣାର ତଦନ୍ତ କରି ସହରର ମାଇନିଂ ଅଞ୍ଚଳରେ ଥିବା ଏକ ଭଡ଼ା ଘରେ ଚଢାଉ କରିଥିଲା। ଭଡ଼ା ଘରୁ ୪ଟି ବାଇକ ଜବତ କରିବା ସହ ଏହି ଘଟଣାରେ ସଂପୃକ୍ତ ୪ ଇଂଜିନିୟରିଂ ଛାତ୍ରଙ୍କୁ ଗିରଫ କରିଥିଲା।

Also Read

ଏହି ଛାତ୍ରମାନଙ୍କୁ ପୁଲିସ ଥାନାକୁ ନେଇ ପଚରାଉଚରା କରିଥିଲା। ସେମାନଙ୍କୁ ବାଇକ ଚୋରି କରିବାରେ ରାଜିବ ଗୋପ ନାମକ ଯୁବକ ସାହାଯ୍ୟ କରୁଥିବା କହିଥିଲେ। ପୁଲିସ ରାଜିବ ଗୋପକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହାସହ ଏହି ଘଟଣାରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ଏହାର ଚେର କେତେ ବାଟ ଯାଏ ଲମ୍ବଛି ପୁଲିସ ତାର ଖୋଳତାଡ଼ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story