Advertisment

'ମାଡାମ୍ ଟିକେ ଆଇଁଷ ପ୍ରିୟ'

ଗତକାଲି ଭିଜିଲାନ୍ସ ଜାଲରେ ପଡ଼ିଥିବା ଜଟଣୀ ବ୍ଲକ ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତିଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ।

author-image
Manoj Swain

କିଏ ପ୍ଲଟ ତ ଆଉ କିଏ ଫ୍ଲାଟ। ଆଉ କାହାର ଖାଲି ଜମି। ଆଉ କାହାର ବାହାରିଲାଣି କିଲେ ସୁନା। ହେଲେ ଏହି ମ୍ୟାଡାମଙ୍କ ପସନ୍ଦଟା ମାନିବାକୁ ପଡ଼ିବ। ବିଲ ପାସ୍ ପାଇଁ ଟଙ୍କା ସାଙ୍ଗକୁ ଦରକାର ହେଉଥିଲା ଦେଶୀ ଆଇଁଷ। ଭିଜିଲାନ୍ସ ଜାଲରେ ପଡ଼ିଥିବା ଜଟଣୀ ବ୍ଲକ ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତି ଠିକାଦାରଙ୍କୁ ମାଗୁଥିଲେ ବାଳକାଟି ମଟନ୍, ପାରାଦୀପ ଇଲିସି, ଦୟା ନଦୀର ଛଟା ଚିଙ୍ଗୁଡ଼ି । ସେପଟେ ଲାଞ୍ଚ ନେବା ଘଟଣାରେ ନିବେଦିତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Vigilance Raid