Advertisment

ଆଶୀର୍ବାଦଙ୍କ ବାସଭବନରେ ବୋମାମାଡ ଘଟଣା: ୫ କୋର୍ଟଚାଲାଣ

କଟକ: ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ବାସଭବନରେ ବୋମାମାଡ ଘଟଣାରେ ଆଜି ୫ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟଚାଲଣ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଜ୍ଞାନ ବସ୍ତିଆ, ଅଜିତ ବସ୍ତିଆ, ବିକାଶ ବସ୍ତିତା, ଶେଖ ହାମିମ ଏବଂ ଶେଖ ତୌସିଫ । ଏଥିସହ ଘଟଣା ସ୍ଥଳରେ ଚିହ୍ନଟ ୩ଜଣଙ୍କୁ ପୋଲିସ ଖୋଜୁଛି। ଏହି ଘଟଣାର ଯୋଜନା ଚୌଦ୍ୱାର ଜେଲରେ ହୋଇଥିବା ଓ ମାଷ୍ଟର ମାଇଣ୍ଡ ଜେଲ ଭିତରେ ଥାଇପାରେ ବୋଲି ପୋଲିସ କମିଶନର ସୂଚନା […]

ଅଦ୍ୟତନ ହୋଇଛି
ଆଶୀର୍ବାଦ ବେହେରାଙ୍କ ଘରେ ବୋମାମାଡ ଘଟଣା: ମୁଖ୍ୟ ଅଭିଯୁକ୍ତ ହାଇଦ୍ରାବାଦରୁ ଗିରଫ

asirbada

Advertisment

କଟକ: ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ବାସଭବନରେ ବୋମାମାଡ ଘଟଣାରେ ଆଜି ୫ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟଚାଲଣ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଜ୍ଞାନ ବସ୍ତିଆ, ଅଜିତ ବସ୍ତିଆ, ବିକାଶ ବସ୍ତିତା, ଶେଖ ହାମିମ ଏବଂ ଶେଖ ତୌସିଫ । ଏଥିସହ ଘଟଣା ସ୍ଥଳରେ ଚିହ୍ନଟ ୩ଜଣଙ୍କୁ ପୋଲିସ ଖୋଜୁଛି। ଏହି ଘଟଣାର ଯୋଜନା ଚୌଦ୍ୱାର ଜେଲରେ ହୋଇଥିବା ଓ ମାଷ୍ଟର ମାଇଣ୍ଡ ଜେଲ ଭିତରେ ଥାଇପାରେ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe