ଅସ୍ତରଙ୍ଗରେ ୪ଜଣଙ୍କୁ ହତ୍ୟା ଘଟଣା: ମୃତ ଦୀନବନ୍ଧୁଙ୍କ ଝିଅ, ଜ୍ୱାଇଁଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା

ପୁରୀ:  ଅସ୍ତରଙ୍ଗ ଦିନାଡିଆଁ ଗାଁରେ ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା ଘଟଣାରେ ମୃତ ଦୀନବନ୍ଧୁଙ୍କ ମଝିଆ ଝିଅ ଓ ଜ୍ୱାଇଁଙ୍କୁ କ୍ରାଇମବ୍ରାଞ୍ଚ ଟିମ ପଚରାଉଚରା କରିଛି। ଆଜି କ୍ରାଇମବ୍ରାଞ୍ଚର ୩ଜଣିଆ ଟିମ୍ ମୃତ ଦୀନବନ୍ଧୁଙ୍କ ଘରେ ଛାନଭିନ୍ନ କରିବା ସହ କାଗଜପତ୍ର ଯାଞ୍ଚ କରିଛି । ମୃତ ଦୀନବନ୍ଧୁଙ୍କ ଝିଅ ରଞ୍ଜନା, ଜ୍ୱାଇଁ ରମେଶଙ୍କ ସହ ଗାଁର କିଛି ନିକଟ ସମ୍ପର୍କିୟଙ୍କୁ ଜେରା କରିଛି। ଦିନାଡିଆଁ ଗାଁର ଅବସରପ୍ରାପ୍ତ ଡିଆଇ ଦୀନବନ୍ଧୁ ମଲ୍ଲିକ ତାଙ୍କ ପତ୍ନୀ […]

astaganga

astaganga

Rakesh Mallick
  • Published: Sunday, 27 September 2015
  • Updated: 27 September 2015, 04:26 PM IST

Sports

Latest News

astagangaପୁରୀ:  ଅସ୍ତରଙ୍ଗ ଦିନାଡିଆଁ ଗାଁରେ ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା ଘଟଣାରେ ମୃତ ଦୀନବନ୍ଧୁଙ୍କ ମଝିଆ ଝିଅ ଓ ଜ୍ୱାଇଁଙ୍କୁ କ୍ରାଇମବ୍ରାଞ୍ଚ ଟିମ ପଚରାଉଚରା କରିଛି। ଆଜି କ୍ରାଇମବ୍ରାଞ୍ଚର ୩ଜଣିଆ ଟିମ୍ ମୃତ ଦୀନବନ୍ଧୁଙ୍କ ଘରେ ଛାନଭିନ୍ନ କରିବା ସହ କାଗଜପତ୍ର ଯାଞ୍ଚ କରିଛି । ମୃତ ଦୀନବନ୍ଧୁଙ୍କ ଝିଅ ରଞ୍ଜନା, ଜ୍ୱାଇଁ ରମେଶଙ୍କ ସହ ଗାଁର କିଛି ନିକଟ ସମ୍ପର୍କିୟଙ୍କୁ ଜେରା କରିଛି। ଦିନାଡିଆଁ ଗାଁର ଅବସରପ୍ରାପ୍ତ ଡିଆଇ ଦୀନବନ୍ଧୁ ମଲ୍ଲିକ ତାଙ୍କ ପତ୍ନୀ ନିର୍ମଳା ଓ ଦୁଇ ଛୋଟ ଝିଅଙ୍କର ମୃତଦେହ ତାଙ୍କ ଘରୁ ଗତ ୨୨ ତାରିଖରେ ଉଦ୍ଧାର କରାଯାଇଥିଲା । କେହି ସେମାନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ଗଳାକାଟି ହତ୍ୟା କରିଥିବା ଜଣାପଡିଛି । ସେହିପରି ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହି ହତ୍ୟାକାଣ୍ଡରେ ଏକାଧିକ ଲୋକ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story