Advertisment

ଅସ୍ତରଙ୍ଗରେ ୪ ଜଣଙ୍କୁ ହତ୍ୟା ଘଟଣା: ୨ ସମ୍ପର୍କୀୟଙ୍କୁ କ୍ରାଇମବ୍ରାଞ୍ଚର ଜେରା

କୋଣାର୍କ: ଅସ୍ତରଙ୍ଗ ଦିନିଡିଆଁରେ ୪ଜଣଙ୍କୁ ହତ୍ୟା ଘଟଣାର ଛାନଭିନ୍ ଚଳାଇଛି କ୍ରାଇମବ୍ରାଞ୍ଚ ଟିମ୍। ଗୁରବାର ସକାଳେ ୫ଜଣିଆ ଟିମ୍ ଦିନାଡିଆଁ ଗାଁରେ ପହଞ୍ଚି ତଦନ୍ତ କରିଥିଲେ। ସେପଟେ ମୃତ ଦୀନବନ୍ଧୁ ମଲ୍ଲିକଙ୍କ ଦୁଇ ସଂପର୍କୀୟଙ୍କୁ କ୍ରାଇମବ୍ରାଞ୍ଚ ଅଟକ ରଖି ପଚରାଉଚରା କରୁଛି। ଖୁବଶୀଘ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ହେବ ବୋଲି କ୍ରାଇମବ୍ରାଞ୍ଚର ଆଡିସନାଲ ଏସପି ଆରକେ ସ୍ୱାଲ କହିଛନ୍ତି।

author-image
Rakesh Mallick
ଅଦ୍ୟତନ ହୋଇଛି
ଅସ୍ତରଙ୍ଗରେ ୪ ଜଣଙ୍କୁ ହତ୍ୟା ଘଟଣା: ୨ ସମ୍ପର୍କୀୟଙ୍କୁ କ୍ରାଇମବ୍ରାଞ୍ଚର ଜେରା

astranga