Advertisment

ଶିକ୍ଷୟିତ୍ରୀଙ୍କୁ ଚପଲରେ ସେକି ଦେଇଗଲେ

ଗାଁ ମଝିରେ ଶିକ୍ଷୟିତ୍ରୀଙ୍କୁ ଚପଲରେ ମାଡ଼ ମାରିଲେ ଜଣେ ମହିଳା। ଯଦି କୌଣସି ପ୍ରତିବନ୍ଧକ ନଥାନ୍ତ ହୁଏତ ଆମେ କାଟଛାଣ୍ଟ ବିନା ସମ୍ପୂର୍ଣ୍ଣ ଭିଡିଓଟି ଆପଣଙ୍କ ସାମ୍ନାରେ ରଖିପାରିଥାନ୍ତୁ।

author-image
Manoj Swain

ଶ୍ରେଣୀ ଗୃହରେ ପଶି ଶିକ୍ଷୟିତ୍ରୀଙ୍କୁ ମାଡ଼ ମାରିଲେ ମହିଳା। ଜୀବନ ବିକଳରେ ସ୍କୁଲ ବାହାରକୁ ଦୌଡ଼ି ପଳାଇ ଆସିଲେ ଶିକ୍ଷୟିତ୍ରୀ। ଠିକ୍‌ ସେହି ସମୟରେ ସ୍କୁଲ ବାହାରେ ଛିଡ଼ା ହୋଇଥିବା ଅଭିଯୁକ୍ତ ଯୁବକଙ୍କ ସ୍ତ୍ରୀ ଓ ପୁଅ ଶିକ୍ଷୟିତ୍ରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍‌ ନୂଆଗାଁ ପଞ୍ଚାୟତ ଶଗଡ଼ାଶୂଳ ପ୍ରାଥମିକ ବିଦ୍ୟାଳୟରୁ ଆସିଛି। ଯାହାର ଭିଡିଓ ଭାଇରାଲ୍‌ ହେଉଛି।

Advertisment
Odisha Balasore