/odisha-reporter/media/post_attachments/uploads/2015/09/hushi-kash-mohapatra.png)
hushi kash mohapatra
ଭୁବନେଶ୍ୱର: ଡ୍ରଗ୍ କଣ୍ଟ୍ରୋଲର ଅଫ୍ ଓଡିଶା ହୃଷିକେଶ ମହାମାତ୍ରଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି। ଖବର ଲେଖାଯିବା ସୁଦ୍ଧା ତାଙ୍କ ବାସଭବନ ସମେତ ଭୁବନେଶ୍ୱରର ୫ ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ବରଗଡ଼ରେ ଥିବା ତାଙ୍କ ଘର ମଧ୍ୟ ଚଢ଼ାଉ କରାଯାଇଛି।ଚଢ଼ାଉ ବେଳେ ବହୁ ଆୟ ବହିଭୁର୍ତ ସମ୍ପତ୍ତିର ସୂଚନା ପାଇଛି ଭିଜିଲାନ୍ସ ବିଭାଗ। ତେବେ କେତେ ଟଙ୍କାର ସମ୍ପତ୍ତି ଆକଳନ ହୋଇଛି ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ମିଳିପାରି ନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
