Advertisment

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଡ୍ରଗ୍ କଣ୍ଟ୍ରୋଲର ହୃଷିକେଶ ମହାମାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ଡ୍ରଗ୍ କଣ୍ଟ୍ରୋଲର ଅଫ୍ ଓଡିଶା ହୃଷିକେଶ ମହାମାତ୍ରଙ୍କ ଘରେ ଆଜି  ଭିଜିଲାନ୍ସ ଚଢ଼ାଉ ହୋଇଛି।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି। ଖବର ଲେଖାଯିବା ସୁଦ୍ଧା ତାଙ୍କ ବାସଭବନ ସମେତ ଭୁବନେଶ୍ୱରର  ୫ ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ବରଗଡ଼ରେ ଥିବା ତାଙ୍କ ଘର ମଧ୍ୟ ଚଢ଼ାଉ କରାଯାଇଛି।ଚଢ଼ାଉ ବେଳେ ବହୁ ଆୟ ବହିଭୁର୍ତ ସମ୍ପତ୍ତିର ସୂଚନା ପାଇଛି ଭିଜିଲାନ୍ସ ବିଭାଗ। ତେବେ କେତେ ଟଙ୍କାର ସମ୍ପତ୍ତି ଆକଳନ ହୋଇଛି ସେ […]

ଅଦ୍ୟତନ ହୋଇଛି
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଡ୍ରଗ୍ କଣ୍ଟ୍ରୋଲର ହୃଷିକେଶ ମହାମାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

hushi kash mohapatra

Advertisment

hushi kash mohapatraଭୁବନେଶ୍ୱର: ଡ୍ରଗ୍ କଣ୍ଟ୍ରୋଲର ଅଫ୍ ଓଡିଶା ହୃଷିକେଶ ମହାମାତ୍ରଙ୍କ ଘରେ ଆଜି  ଭିଜିଲାନ୍ସ ଚଢ଼ାଉ ହୋଇଛି।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି। ଖବର ଲେଖାଯିବା ସୁଦ୍ଧା ତାଙ୍କ ବାସଭବନ ସମେତ ଭୁବନେଶ୍ୱରର  ୫ ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ବରଗଡ଼ରେ ଥିବା ତାଙ୍କ ଘର ମଧ୍ୟ ଚଢ଼ାଉ କରାଯାଇଛି।ଚଢ଼ାଉ ବେଳେ ବହୁ ଆୟ ବହିଭୁର୍ତ ସମ୍ପତ୍ତିର ସୂଚନା ପାଇଛି ଭିଜିଲାନ୍ସ ବିଭାଗ। ତେବେ କେତେ ଟଙ୍କାର ସମ୍ପତ୍ତି ଆକଳନ ହୋଇଛି ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ମିଳିପାରି ନାହିଁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe