/odisha-reporter/media/post_attachments/uploads/2015/08/vlcsnap-2015-08-24-18h26m30s452.png)
rayagada
ରାୟଗଡା: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡା ଏସପି ଅଫିସର ଜଣେ ଷ୍ଟେନୋଙ୍କ ଘରେ ଆଜି ଭିଜିଲାନସ୍ ଚଢାଉ କରିଛି। ତାଙ୍କ ନାଁ ଶିଶିର କୁମାର ସ୍ୱାଇଁ। ପ୍ରଥମେ ଶିଶିରଙ୍କ ସରକାରୀ ବାସଭବନ ତା’ପରେ ଘର ଓ କାର୍ଯ୍ୟାଳୟରେ ମଧ୍ୟ ଏକକାଳୀନ ଚଢାଉ ହୋଇଥିଲା। ଚଢାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ଭିଜିଲାନସ୍ ବିଭାଗ ସୂଚନା ଦେଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
