Advertisment

ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ରାୟଗଡା ଏସପିଙ୍କ ଷ୍ଟେନୋଙ୍କ ଘରେ ଭିଜଲାନସ୍ ଚଢାଉ

ରାୟଗଡା: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡା ଏସପି ଅଫିସର ଜଣେ ଷ୍ଟେନୋଙ୍କ ଘରେ ଆଜି ଭିଜିଲାନସ୍ ଚଢାଉ କରିଛି। ତାଙ୍କ ନାଁ ଶିଶିର କୁମାର ସ୍ୱାଇଁ। ପ୍ରଥମେ ଶିଶିରଙ୍କ ସରକାରୀ ବାସଭବନ ତା’ପରେ ଘର ଓ କାର୍ଯ୍ୟାଳୟରେ ମଧ୍ୟ ଏକକାଳୀନ ଚଢାଉ ହୋଇଥିଲା। ଚଢାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ଭିଜିଲାନସ୍ ବିଭାଗ ସୂଚନା ଦେଇଛି।

rayagada

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe