Advertisment

ବାବୁଙ୍କ ଗୋଟିଏ ଘରର ଦାମ କୋଟିଏ ଟଙ୍କା

ରାଜଧାନୀ ଜାଗମରାରେ ତୋଳିଥିଲେ ‘ପାଢ଼ୀ ଭିଲ୍ଲା’ ନାମକ ଅଟ୍ଟାଳିକା। କୋଠା ଭିତରେ ପଶିଲେ ଇନ୍ଦ୍ରଭୁବନର ଅନୁଭୁତି ପାଇବେ।

Advertisment

ଭୁବନେଶ୍ୱର RWSS ଡିଭିଜନର ଯନ୍ତ୍ରୀ ହେଉଛନ୍ତି ସୁନୀଲ୍‌ କୁମାର ପାଢ଼ୀ। ବାବୁ କାମ କରୁଥିଲେ, କିନ୍ତୁ ବେଶୀ ଗୋଟାଉଥିଲେ। ସେହି ଅର୍ଥରେ ରାଜଧାନୀ ଜାଗମରାରେ ତୋଳିଥିଲେ ‘ପାଢ଼ୀ ଭିଲ୍ଲା’ ନାମକ ଅଟ୍ଟାଳିକା। କୋଠା ଭିତରେ ପଶିଲେ ଇନ୍ଦ୍ରଭୁବନର ଅନୁଭୁତି ପାଇବେ। ଚକାଚକ୍‌ ମାର୍ବଲ ସାଙ୍ଗକୁ ହାଇଫାଇ ଡିଜାଇନ୍‌। ଦାମୀ କାଠରେ ବଡ଼ ବଡ଼ କଟ୍‌ ଆର୍ଟ୍ କାନ୍ଥରେ ଫିକ୍ସ କରାଯାଇଛି। ଯାହା ଦେଖିବାକୁ ଭାରି ଆକର୍ଷଣୀୟ। ବାସ୍ତୁ ପ୍ରତି ବିଶେଷ ଧ୍ୟାନ ଦେଇ ଘରର ପ୍ରତି କୋଣରେ ବାବୁ ରଖିଛନ୍ତି ରାଧାକୃଷ୍ଣ, ଗଣେଶ, ସାଇବାବାଙ୍କ ପ୍ରତିମୂର୍ତ୍ତି।

Advertisment
Vigilance Raid Bhubaneswar Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe