vlcsnap-2015-09-11-19h16m50s148
Advertisment
ବଲାଙ୍ଗିର: ବଲାଙ୍ଗିର ଜିଲ୍ଳା ଲୋଇସିଂହା ଠାରେ ଥିବା ଏକ ବିଦେଶୀ ମଦ ଦୋକାନ ଉପରେ ଆଜି ଅତର୍କିତ ଭାବରେ ଅବକାରୀ ବିଭାଗ ଚଢଉ କରିଥିଲା। ସେଠାରୁ ବହୁ ସଂଖ୍ୟାରେ ନକଲି ମଦ, ବିଭିନ୍ନ ବ୍ରାଣ୍ଡେଡ୍ କଂପାନୀର ଲୋଗୋ ଏବଂ ନକଲି ମଦ ତିଆରି ଯନ୍ତ୍ରପାତି ଜବତ କରିଥିଲା ଅବକାରୀ ବିଭାଗ। ଏଥିରେ ତିନି ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ ବିଭାଗ ଏହି ଘଟଣାର ତଦନ୍ତ ଜାରି ରଖିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/09/vlcsnap-2015-09-11-19h16m50s148.png)