ଆକ୍ସନରେ ପୋଲିସ ଟେନସନରେ ପ୍ରଶାସନ | Odisha Reporter
ଆକ୍ସନ ମୁଡରେ ବଲାଙ୍ଗିର ପୁଲିସ। ପୁଲିସର ଆକ୍ସନ ଦେଖି ଟେନସନରେ ପ୍ରଶାସନ। ଜେଲରେ ନାହିଁ ଜାଗା ବଢୁଛି କଏଦୀ ସଂଖ୍ୟା। ଏସପି କହୁଛନ୍ତି ଇଏ ତ ଆରମ୍ଭ ମାତ୍ର ଆଗକୁ ଜୋରଦାର ହେବ ଅପରାଧ ଦମନ। ଦୁଇମାସ ଭିତରେ ବଲାଙ୍ଗିର ପୁଲିସ ଦ୍ୱାରା ଆରମ୍ଭ ହୋଇଥିବା ଅପରାଧ ଦମନ କାର୍ଯ୍ୟକ୍ରମ କ୍ଲିନ କ୍ରିମିନାଲ ଯୋଗୁଁ ବଢିଛି ଗିରଫଦାରୀ ସଂଖ୍ୟା। ଅଧିକରୁ ଅଧିକ ବିଚାରଧିନ କଏଦୀଙ୍କ ସଂଖ୍ୟା ବଢିଛି । ଯେଉଁଥି ପାଇଁ ଏ ପରିସ୍ଥିତି ଉପୁଜିଛି। ଗୋଟିଏ ପଟେ ଜେଲରେ ଜାଗା ନାହିଁ। ୨୫ ଜଣ ଓ୍ଵାର୍ଡରଙ୍କ ବଦଳରେ ବଲାଙ୍ଗିର ଜେଲରେ କାମ କରୁଛନ୍ତି ମାତ୍ର ୧୫ ଜଣ ଜେଲ ୱାର୍ଡର୍ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
