ଓଡ଼ିଶାରେ ଚାଞ୍ଚଲ୍ୟ, AI ଧରିଲା ହତ୍ୟାକାରୀ..|| Balangir Double Murder Case || Odisha Reporter
Advertisment
ହତ୍ୟାକାରୀ ଡାଳେ ଡାଳେ ଗଲେ ପୁଲିସ ଯାଉଥିଲା ପତ୍ରେ ପତ୍ରେ । ତଣ୍ଟିକଟା ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର ପରେ ତନାଘନା । ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କଲା ପୁଲିସ । ଅପରାଧୀଙ୍କ ମୂଳରୁ ଚେର ଖୋଜି ଖୋଜି ବାହାର କଲା ଏଆଇ । ଫେସ୍ ଡିଟେକ୍ସନ କ୍ୟାମେରା ମାଧ୍ୟମରେ ଜଣାପଡ଼ିଲା ପରିଚୟ । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us