‘ସିସିଟିଭିରେ ବ୍ଲାକ ସ୍ପ୍ରେ କରି କାଟି ନେଉଛନ୍ତି ଏଟିଏମ’ | Odisha Reporter
ବାଲେଶ୍ୱର ପୁଲିସ ହାତରେ ଧରାପଡିଲେ ATM ଲୁଟେରା ଗ୍ୟାଙ୍ଗ। ଏହି ଏଟିଏମ ଲୁଟେରା ଗ୍ୟାଙ୍ଗର ୮ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଲୁଟରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୁଲିସ। ଗ୍ୟାସ୍ କଟର, କଟୁରୀ ଓ ୮ଟି ମୋବାଇଲ ଜବତ। ଗିରଫ ଅଭିଯୁକ୍ତ ବାଲେଶ୍ୱରର ଏବଂ ବାହାର ରାଜ୍ୟ ଗ୍ୟାଙ୍କ ସହ ସମ୍ପୃକ୍ତ। ଏନେଇ ସୂଚନା ଦେଲେ ବାଲେଶ୍ୱର ଏସ୍ପି ସାଗରିକା ନାଥ। ମୟୂରଭଞ୍ଜ ଓ ବାଲେଶ୍ୱରର ୩ଟି ଜାଗାରେ ATM ଲୁଟ୍ ଉଦ୍ୟମ କରିଥିଲେ ଏହି ଲୁଟେରା ଗ୍ୟାଙ୍ଗ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
