ବାଲେଶ୍ୱର ପୁଲିସ ହାତରେ ଧରାପଡିଲେ ATM ଲୁଟେରା ଗ୍ୟାଙ୍ଗ। ଏହି ଏଟିଏମ ଲୁଟେରା ଗ୍ୟାଙ୍ଗର ୮ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଲୁଟରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୁଲିସ। ଗ୍ୟାସ୍ କଟର, କଟୁରୀ ଓ ୮ଟି ମୋବାଇଲ ଜବତ। ଗିରଫ ଅଭିଯୁକ୍ତ ବାଲେଶ୍ୱରର ଏବଂ ବାହାର ରାଜ୍ୟ ଗ୍ୟାଙ୍କ ସହ ସମ୍ପୃକ୍ତ। ଏନେଇ ସୂଚନା ଦେଲେ ବାଲେଶ୍ୱର ଏସ୍ପି ସାଗରିକା ନାଥ। ମୟୂରଭଞ୍ଜ ଓ ବାଲେଶ୍ୱରର ୩ଟି ଜାଗାରେ ATM ଲୁଟ୍ ଉଦ୍ୟମ କରିଥିଲେ ଏହି ଲୁଟେରା ଗ୍ୟାଙ୍ଗ।