ଭଞ୍ଜନଗର: ବିନା ଲାଇସେନ୍ସରେ ଚାଲିଥିବା କ୍ଲିନିକ ଉପରେ ଉପଜିଲ୍ଲାପାଳଙ୍କ ଚଢ଼ାଉ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ମଧ୍ୟରେ ବିନା ଲାଇସେନ୍ସରେ ଚାଲିଥିବା କ୍ଲନିକ ଉପରେ ଉପଜିଲ୍ଲାପାଳ ସହ ପୋଲିସ ଓ ଡ୍ରଗ୍ସ ଇନିସପେକ୍ଟର ଚଢ଼ାଉ କରିଥିଲେ। ସେହିପରି ରେଡକ୍ରସ ରୋଡ ସ୍ଥିତ ଲାଇଫ କେୟାର ଓ ବଡକୋଦଣ୍ଡା ଛକ ସ୍ଥିତ କୃତ୍ତିବାସ ମେଡିକାଲ ଷ୍ଟୋରକୁ ସିଲ କରାଯାଇଛି। ପ୍ରଶାସନିକ ଚଢ଼ାଉ ଖବର ପାଇ କ୍ଲିନିକ ମାଲିକ ଫେରାର ଥିବା ଜଣାପଡିଛି। କ୍ଲିନିକରୁ ସମସ୍ତ ଔଷଧ ଜବତ କରିବା ଘର ଗୁଡିକ ସିଲ କରାଯାଇଛି। ଆଜି ପ୍ରଶାସନ ଓ […]

bhanjanager

bhanjanager

Rakesh Mallick
  • Published: Thursday, 24 September 2015
  • Updated: 24 September 2015, 10:30 AM IST

Sports

Latest News

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ମଧ୍ୟରେ ବିନା ଲାଇସେନ୍ସରେ ଚାଲିଥିବା କ୍ଲନିକ ଉପରେ ଉପଜିଲ୍ଲାପାଳ ସହ ପୋଲିସ ଓ ଡ୍ରଗ୍ସ ଇନିସପେକ୍ଟର ଚଢ଼ାଉ କରିଥିଲେ। ସେହିପରି ରେଡକ୍ରସ ରୋଡ ସ୍ଥିତ ଲାଇଫ କେୟାର ଓ ବଡକୋଦଣ୍ଡା ଛକ ସ୍ଥିତ କୃତ୍ତିବାସ ମେଡିକାଲ ଷ୍ଟୋରକୁ ସିଲ କରାଯାଇଛି। ପ୍ରଶାସନିକ ଚଢ଼ାଉ ଖବର ପାଇ କ୍ଲିନିକ ମାଲିକ ଫେରାର ଥିବା ଜଣାପଡିଛି। କ୍ଲିନିକରୁ ସମସ୍ତ ଔଷଧ ଜବତ କରିବା ଘର ଗୁଡିକ ସିଲ କରାଯାଇଛି। ଆଜି ପ୍ରଶାସନ ଓ ଡ୍ରଗ୍ସ ଅଫିସରଙ୍କ ଉପସ୍ଥିତରେ ସିଲ ଖୋଲାଯାଇ ତଦନ୍ତ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story