ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ମଧ୍ୟରେ ବିନା ଲାଇସେନ୍ସରେ ଚାଲିଥିବା କ୍ଲନିକ ଉପରେ ଉପଜିଲ୍ଲାପାଳ ସହ ପୋଲିସ ଓ ଡ୍ରଗ୍ସ ଇନିସପେକ୍ଟର ଚଢ଼ାଉ କରିଥିଲେ। ସେହିପରି ରେଡକ୍ରସ ରୋଡ ସ୍ଥିତ ଲାଇଫ କେୟାର ଓ ବଡକୋଦଣ୍ଡା ଛକ ସ୍ଥିତ କୃତ୍ତିବାସ ମେଡିକାଲ ଷ୍ଟୋରକୁ ସିଲ କରାଯାଇଛି। ପ୍ରଶାସନିକ ଚଢ଼ାଉ ଖବର ପାଇ କ୍ଲିନିକ ମାଲିକ ଫେରାର ଥିବା ଜଣାପଡିଛି। କ୍ଲିନିକରୁ ସମସ୍ତ ଔଷଧ ଜବତ କରିବା ଘର ଗୁଡିକ ସିଲ କରାଯାଇଛି। ଆଜି ପ୍ରଶାସନ ଓ ଡ୍ରଗ୍ସ ଅଫିସରଙ୍କ ଉପସ୍ଥିତରେ ସିଲ ଖୋଲାଯାଇ ତଦନ୍ତ କରାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଉଗ୍ର ରୂପ ନେଲା ମନୋଜ ମିଶ୍ର-ବବି ଇସଲାମ କଳି; ଡିସିପି ଅଫିସ ଆଗରେ ହାଇଡ୍ରାମା
ଆଜି ଭୁବନେଶ୍ୱର ଡିସିପି ଅଫିସ ସମ୍ମୁଖରେ ପ୍ରଥମେ କଥା କଟାକଟି ଓ ପରେ ହାତାହାତି ଯାଏ କଥା ଗଲା। ପରେ ଡିସିପିଙ୍କ ଉପସ୍ଥିତିରେ ଏହି ଘଟଣାର ଆପୋଷ ସମାଧାନ ହୋଇଥିବା ଜଣାଯାଇଛି।
Crime
ନକ୍ସଲ ନା ଗାଁ ମୁଖିଆ? ମାଲକାନଗିରି ଏନକାଉଣ୍ଟରରେ ଟଳିଥିବା ବ୍ୟକ୍ତିଙ୍କୁ ନେଇ ସସ୍ପେନ୍ସ
ଏନକାଉଣ୍ଟର ପରେ ପୁଲିସ ଯାହାକୁ ହାଡକୋର ନକ୍ସଲ ବୋଲି ଦର୍ଶାଇଥିଲା ତାଙ୍କୁ ଗାଁ ମୁଖିଆ ବୋଲି କହିଛନ୍ତି ସ୍ଥାନୀୟ ଲୋକ । ଫଳରେ ଏହି ମାମଲାରେ ଆସିଛି ନୂଆ ଟ୍ୱିଷ୍ଟ।
Crime
ଘରୋଇ କଳିର କରୁଣ ପରିଣତି; ବିଷ ପିଇଦେଲେ ୨ ଭଉଣୀ
ନଳିନୀଙ୍କ ମୃତ୍ୟୁ ପରେ ତାଙ୍କର ୨ବର୍ଷର ଶିଶୁଟି ନିଜ ମା’କୁ ଖୋଜି ହେଉଛି।
Crime
ଓଡ଼ିଶା-ଛତିଶଗଡ଼ ସୀମାରେ ନକ୍ସଲ କ୍ୟାମ୍ପ୍ ଠାବ; ବିପୁଳ ନକ୍ସଲ ସାମଗ୍ରୀ ଜବତ
ନକ୍ସଲ କ୍ୟାମ୍ପରୁ ବନ୍ଧୁକ ସମେତ ଅନ୍ୟ ନକ୍ସଲ ସାମଗ୍ରୀ ଜବତ ହୋଇଛି।