ଅଦ୍ୟତନ ହୋଇଛି
bhanjanager
Advertisment
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ମଧ୍ୟରେ ବିନା ଲାଇସେନ୍ସରେ ଚାଲିଥିବା କ୍ଲନିକ ଉପରେ ଉପଜିଲ୍ଲାପାଳ ସହ ପୋଲିସ ଓ ଡ୍ରଗ୍ସ ଇନିସପେକ୍ଟର ଚଢ଼ାଉ କରିଥିଲେ। ସେହିପରି ରେଡକ୍ରସ ରୋଡ ସ୍ଥିତ ଲାଇଫ କେୟାର ଓ ବଡକୋଦଣ୍ଡା ଛକ ସ୍ଥିତ କୃତ୍ତିବାସ ମେଡିକାଲ ଷ୍ଟୋରକୁ ସିଲ କରାଯାଇଛି। ପ୍ରଶାସନିକ ଚଢ଼ାଉ ଖବର ପାଇ କ୍ଲିନିକ ମାଲିକ ଫେରାର ଥିବା ଜଣାପଡିଛି। କ୍ଲିନିକରୁ ସମସ୍ତ ଔଷଧ ଜବତ କରିବା ଘର ଗୁଡିକ ସିଲ କରାଯାଇଛି। ଆଜି ପ୍ରଶାସନ ଓ ଡ୍ରଗ୍ସ ଅଫିସରଙ୍କ ଉପସ୍ଥିତରେ ସିଲ ଖୋଲାଯାଇ ତଦନ୍ତ କରାଯିବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/09/bhanjanager.png)