Advertisment

ବରଗଡ଼: ଲୁହୁରାଚଟି ଆନ୍ତଃରାଜ୍ୟ ୟୁନିଫାଏଡ୍ ଚେକଗେଟରେ ଚଢ଼ାଉ, ଅଢ଼େଇ ଲକ୍ଷ ଟଙ୍କା ଜବତ

ବରଗଡ଼: ବରଗଡ ଜିଲ୍ଲା ଛତିଶଗଡ ସୀମାନ୍ତ ସୋହେଲା ଲୁହୁରାଚଟି ଆନ୍ତଃରାଜ୍ୟ ୟୁନିଫାଏଡ୍ ଚେକଗେଟରେ  ଚଢ଼ାଉ କରିଛି ଭିଜିଲାନ୍ସ। ଭିଜିଲାନ୍ସ ଏସପି ଜୟ ନାରାୟଣ ପଙ୍କଜଙ୍କ ନିର୍ଦ୍ଦେଶରେ ୪ଟି ସ୍ୱତନ୍ତ୍ର ଟିମ୍ ଚଢ଼ଉ କରି ୨ଲକ୍ଷ ୬୭ହଜାର ୯୯୦ ଟଙ୍କା ଜବତ କରିଛନ୍ତି। ଚେକଗେଟରେ ନିକଟ ବିକ୍ରିକର ବିଭାଗ ପିଅନ ମାନଙ୍କ ବିଶ୍ରାମ କକ୍ଷରୁ ୧ଲକ୍ଷ ୭୦ହଜାର ୭୧୦ଟଙ୍କା ଓ  ଘରୋଇ ସୁରକ୍ଷା କର୍ମୀଙ୍କ ବିଶ୍ରାମ କକ୍ଷରୁ ୯୭ହଜାର ୨୮୦ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଟ୍ରକ ଗୁଡିକୁ ଗେଟ୍ […]

ବରଗଡ଼: ଲୁହୁରାଚଟି ଆନ୍ତଃରାଜ୍ୟ ୟୁନିଫାଏଡ୍ ଚେକଗେଟରେ ଚଢ଼ାଉ, ଅଢ଼େଇ ଲକ୍ଷ ଟଙ୍କା ଜବତ

vlcsnap-2015-09-13-11h32m48s482

Advertisment

ବରଗଡ଼: ବରଗଡ ଜିଲ୍ଲା ଛତିଶଗଡ ସୀମାନ୍ତ ସୋହେଲା ଲୁହୁରାଚଟି ଆନ୍ତଃରାଜ୍ୟ ୟୁନିଫାଏଡ୍ ଚେକଗେଟରେ  ଚଢ଼ାଉ କରିଛି ଭିଜିଲାନ୍ସ। ଭିଜିଲାନ୍ସ ଏସପି ଜୟ ନାରାୟଣ ପଙ୍କଜଙ୍କ ନିର୍ଦ୍ଦେଶରେ ୪ଟି ସ୍ୱତନ୍ତ୍ର ଟିମ୍ ଚଢ଼ଉ କରି ୨ଲକ୍ଷ ୬୭ହଜାର ୯୯୦ ଟଙ୍କା ଜବତ କରିଛନ୍ତି। ଚେକଗେଟରେ ନିକଟ ବିକ୍ରିକର ବିଭାଗ ପିଅନ ମାନଙ୍କ ବିଶ୍ରାମ କକ୍ଷରୁ ୧ଲକ୍ଷ ୭୦ହଜାର ୭୧୦ଟଙ୍କା ଓ  ଘରୋଇ ସୁରକ୍ଷା କର୍ମୀଙ୍କ ବିଶ୍ରାମ କକ୍ଷରୁ ୯୭ହଜାର ୨୮୦ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଟ୍ରକ ଗୁଡିକୁ ଗେଟ୍ ପାର ପାଇଁ ବେଆଇନ ଭାବେ ଏସବୁ ଟଙ୍କା ଆଦାୟ କରାଯାଉଥିଲା ବୋଲି ଭିଜିଲାନ୍ସ ଡିଏସପି ସୂଚନା ଦେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe