ବରଗଡ଼:  ପୁତୁରାର ଟାଙ୍ଗିଆ ଚୋଟରେ କାକା ମୃତ

ବରଗଡ଼:  ବରଗଡ଼ ଜିଲ୍ଳା ଭେଡେନ ଥାନା ଅନ୍ତର୍ଗତ ବାଘପାଲି ଗାଁରେ ଆଜି ପୁତୁରାର ଚୋଟରେ କାକାର  ମୃତ୍ୟୁ ଘଟିଛି।  ଜମି ଭାଗ‍ବଣ୍ଟାକୁ ନେଇ ଏପରି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତିର ନାମ ଭକ୍ତ ବାଗ। ତାଙ୍କର ବୟସ ୩୦ ବର୍ଷ । ବାଘପାଲି ଗାଁର ପାଣିକଳ ବାଗଙ୍କ ବଡ ପୁଅ ବନମାଳୀ ବାଗ ନିଜ ପତ୍ନୀ ଦୁଇ ପୁତ୍ରଙ୍କୁ ନେଇ ଗତ ୧୫ ବର୍ଷ ଧରି ଅନ୍ୟ ଗାଁରେ ରହୁଥିଲେ । ଗତ ୫ ମାସ […]

vlcsnap-2015-09-12-17h28m47s542

vlcsnap-2015-09-12-17h28m47s542

Rakesh Mallick
  • Published: Saturday, 12 September 2015
  • Updated: 12 September 2015, 12:13 PM IST

Sports

Latest News

ବରଗଡ଼:  ବରଗଡ଼ ଜିଲ୍ଳା ଭେଡେନ ଥାନା ଅନ୍ତର୍ଗତ ବାଘପାଲି ଗାଁରେ ଆଜି ପୁତୁରାର ଚୋଟରେ କାକାର  ମୃତ୍ୟୁ ଘଟିଛି।  ଜମି ଭାଗ‍ବଣ୍ଟାକୁ ନେଇ ଏପରି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତିର ନାମ ଭକ୍ତ ବାଗ। ତାଙ୍କର ବୟସ ୩୦ ବର୍ଷ ।

ବାଘପାଲି ଗାଁର ପାଣିକଳ ବାଗଙ୍କ ବଡ ପୁଅ ବନମାଳୀ ବାଗ ନିଜ ପତ୍ନୀ ଦୁଇ ପୁତ୍ରଙ୍କୁ ନେଇ ଗତ ୧୫ ବର୍ଷ ଧରି ଅନ୍ୟ ଗାଁରେ ରହୁଥିଲେ । ଗତ ୫ ମାସ ହେଲା ସେମାନେ ଗାଁକୁ ଫେରି ଆସିଥିଲେ। ଜମି ଭାଗବଣ୍ଟାକୁ  ନେଇ ଉଭୟ ପରିବାର ମଧ୍ୟରେ  ମନାନ୍ତର ହୋଇଥିଲା। ଶନିବାର ସକାଳେ ପୁଣି ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉତ୍ୟକ୍ତ ହୋଇ ବନମାଳୀର ବଡ ପୁଅ ସରୋଜ ଏକ ଟାଙ୍ଗିଆରେ କାକା ଭକ୍ତ ବାଗକୁ ଆକ୍ରମଣ କରିଥିଲା । ଫଳରେ ଭକ୍ତର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।  ଘଟଣାସ୍ଥଳରେ  ଭକ୍ତଙ୍କ ମୃତ୍ୟୁ ଘଟିଥିଲା।  ଘଟଣା ସ୍ଥଳରୁ ଭେଡେନ ପୋଲିସ ଶବକୁ ଜବତ କରିଛି।  ସରୋଜ ସମେତ ତାର ବାପା ବନମାଳୀ, ମାଆ ଗଜା ଏବଂ ଛୋଟ ଭାଇ ମନୋଜକୁ ଅଟକ ରଖିଛି । ପୋଲିସ ଏ ନେଇ ଏକ  ହତ୍ୟା ମାମଲା ରୁଜୁ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story