୬ ଲୁଟେରା ଗିରଫ

ବ୍ରହ୍ମପୁର: ସୁନା ଅଳଙ୍କାର ଓ ଟଙ୍କା ଚୋରି ଅଭିଯୋଗରେ ବ୍ରହ୍ମପୁର ପୋଲିସ ଆଜି ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ଟି.ସୀମା, ଟି.କ୍ରିଷ୍ଣା, ଟି.ସୁଦାମ, ବୁଲୁ କେଲା, ଏସ୍‌.ବାବୁଲା ଓ ଟି. ଚନ୍ଦ୍ର। ପୋଲିସ ଏମାନଙ୍କଠାରୁ ୧୭୦ ଗ୍ରାମ ସୁନା, ୧୨୦୦ ଗ୍ରାମ ରୁପା, ୫୦,୦୦୦ ଟଙ୍କା ଓ ମାରଣାସ୍ତ୍ର ଜବତ କରିଥିଲା। ଏମାନେ କୁକୁଡ଼ାଖଣ୍ଡି ଅଞ୍ଚଳର ହୋଇଥିବା ବେଳେ ଗୋପାଳପୁର, ଗୋଲନ୍ଥା, ସଦର ଥାନ ଅଞ୍ଚଳରୁ ଚୋରି କରିଥିବା ଅଭିଯୋଗ […]

hawks

hawks

Rakesh Mallick
  • Published: Wednesday, 29 March 2017
  • Updated: 29 March 2017, 09:49 PM IST

ବ୍ରହ୍ମପୁର: ସୁନା ଅଳଙ୍କାର ଓ ଟଙ୍କା ଚୋରି ଅଭିଯୋଗରେ ବ୍ରହ୍ମପୁର ପୋଲିସ ଆଜି ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ଟି.ସୀମା, ଟି.କ୍ରିଷ୍ଣା, ଟି.ସୁଦାମ, ବୁଲୁ କେଲା, ଏସ୍‌.ବାବୁଲା ଓ ଟି. ଚନ୍ଦ୍ର। ପୋଲିସ ଏମାନଙ୍କଠାରୁ ୧୭୦ ଗ୍ରାମ ସୁନା, ୧୨୦୦ ଗ୍ରାମ ରୁପା, ୫୦,୦୦୦ ଟଙ୍କା ଓ ମାରଣାସ୍ତ୍ର ଜବତ କରିଥିଲା। ଏମାନେ କୁକୁଡ଼ାଖଣ୍ଡି ଅଞ୍ଚଳର ହୋଇଥିବା ବେଳେ ଗୋପାଳପୁର, ଗୋଲନ୍ଥା, ସଦର ଥାନ ଅଞ୍ଚଳରୁ ଚୋରି କରିଥିବା ଅଭିଯୋଗ ହୋଇଥିଲା। ଏମାନଙ୍କ ନାମରେ ୧୨ରୁ ଅଧିକ ମାମଲା ରହିଛି। ତେବେ ଅନ୍ୟ ୩ ଜଣଙ୍କ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story